ଓଡ଼ିଶା ୯ ଜିଲ୍ଲାକୁ ୱାର୍ଣ୍ଣିଂ: କୁଆପଥର ବର୍ଷା ସମ୍ଭାବନା Feb 4, 2022 ଭୁବନେଶ୍ୱର: ଫେବୃଆରୀ ୦୪: ଉତ୍ତର ଓଡ଼ିଶାର କିଛି ସ୍ଥାନରେ ପଶ୍ଚିମା ଝଡ଼ ପ୍ରଭାବ ସକାଶେ ବର୍ଷା ଲାଗି ରହିଛି । ଦକ୍ଷିଉପକୂଳ ଓଡ଼ିଶାର ମଧ୍ୟ କିଛି ସ୍ଥାନରେ ବର୍ଷା ସମ୍ଭାବନା ରହିଛି ବୋଲି ଆଜି ଭୁବନେଶ୍ୱର ପାଣିପାଗ କେନ୍ଦ୍ର…