ଦେଶ- ବିଦେଶ ଦିଲ୍ଲୀର ନୂଆ ମଦ ନିୟମକୁ ବିରୋଧ କରି ରାଜରାସ୍ତା ଭିଡ଼ Jan 3, 2022 ଦିଲ୍ଲୀ: ଜାନୁଆରୀ ୦୩: ନୂଆ ବର୍ଷର ପ୍ରମଥ ସୋମବାରରେ ରାଜଧାନୀ ଦିଲ୍ଲୀରେ ଟ୍ରାଫିକ୍ ଜାମ ଦେଖାଯାଇଛି । ଦିଲ୍ଲୀ ସରକାରଙ୍କ ନୂଆ ମଦ ନିୟମକୁ ବିରୋଧ କରି ଭାଜପା ଏଚ୍ଏଚ୍୨୪ ରାଜରାସ୍ତାକୁ ଓହ୍ଲାଇଛି । ଫଳରେ ଦକ୍ଷିଣ…