Browsing Tag

girls fashion

ଟ୍ରେଣ୍ଟରେ ସିକେ୍ୱନ୍‌ର ଚମକ

ଆଜିକାଲି ରାତିରେ ପାର୍ଟି କରିବା ଯେମିତି ଏକ ଟ୍ରେଣ୍ଡ୍‌ ପାଲଟିଛି । ଏହି ନାଇଟ୍‌ ପାର୍ଟିରେ ସମସ୍ତେ ଅନ୍ୟଠୁ ଭିନ୍ନ ଏବଂ ଗ୍ଲାମର୍‌ ଦେଖିବାକୁ ଚାହାନ୍ତି । ଏଥିପାଇଁ ଆପଣ ପାର୍ଟିରେ ଆକର୍ଷଣୀୟ ଦେଖାଯିବା ପାଇଁ ସ୍ୱିକେନ୍ସ…

ଯୁବପିଢ଼ିଙ୍କ ପ୍ରଥମ ପସନ୍ଦ ‘ପେପଲମ୍‌’ ପୋଷାକ

ଆଜିକାଲି ପେପ୍‌ଲମ୍‌ ଷ୍ଟାଇଲ୍‌କୁ ଯୁବତୀମାନେ ବେଶ୍‌ ପସନ୍ଦ କରୁଛନ୍ତି । ଏହା ମଧ୍ୟ ଟ୍ରାଡିସନାଲ ସହ େୱଷ୍ଟର୍ନ ଆଉଟଫିଟ୍‌ର ନୂଆ ଟ୍ରେଣ୍ଡ୍‌ ପାଲଟିଛି । ଯଦି ଆପଣ ନିଜର ମୋଟାପଣକୁ ଲୁଚାଇବା ଏବଂ ପରଫେକଫ ଫିଗର୍‌କୁ ଶୋ…

ନେଲ୍‌ ଜୁଏଲାରୀ ବ୍ୟବହାରର ଜରୁରୀ ଟିପଣୀ

ଫ୍ୟାଶନେବୁଲ ଦେଖାଯିବା ପାଇଁ ନିଜକୁ ଅପଡେଟ୍‌ ମଧ୍ୟ କରିଚାଲିଛନ୍ତି ଆଜିକାଲିର ଯୁବପିଢି । ଅନ୍ୟଙ୍କଠାରୁ ଭିନ୍ନ ଲୁକ୍‌ ପାଇବା ପାଇଁ ସବୁବେଳେ କିଛି ନୂଆ କରିବାକୁ ପ୍ରୟାସ କରିଥାନ୍ତି । ସେହିପରି ହାତର ସୌନ୍ଦର୍ଯ୍ୟ ବୃଦ୍ଧି…