ଜିଲ୍ଲା ଅଜଣା ରୋଗରେ ପୀଡ଼ିତ ମିନାକ୍ଷୀ, ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ May 14, 2022 ସୋନପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବାଗବର ପଞ୍ଚାୟତ କେନ୍ଦୁପାଲି ଗ୍ରାମର ରାଜୁ ମେହେରଙ୍କ ସ୍ତ୍ରୀ ମିନାକ୍ଷୀ (୨୮) । ଗତ ୭ ବର୍ଷ ପୂର୍ବେ ତାଙ୍କ ଗୋଡ଼ ଦରଜ ହେବା ଆରମ୍ଭ ହେଲା । ବାରମ୍ବାର…