ପ୍ରାକ୍ତନ କେନ୍ଦ୍ରମନ୍ତ୍ରୀ, ବରିଷ୍ଠ ରାଜନେତା ଅର୍ଜୁନ ଚରଣ ସେଠୀଙ୍କ ପରଲୋକ
ଭଦ୍ରକ,୦୮।୦୬(ଜିପ୍ର):ଭଦ୍ରକ ଜିଲ୍ଳାର ବରିଷ୍ଠ ରାଜନେତା, ପ୍ରାକ୍ତନ କେନ୍ଦ୍ର ଜଳସମ୍ପଦ ମନ୍ତ୍ରୀ ଅର୍ଜୁନ ଚରଣ ସେଠୀଙ୍କ ଆଜି ରାତି ୮ଟା ୪୫ ସମୟରେ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ପରଲୋକ ଘଟିଛି । ମୃତୁ୍ୟବେଳକୁ…