ବିଶ୍ବ ଆତଙ୍କୀ ମାସୁଦକୁ ଲୁଚି ଲୁଚି ଖୋଜୁଛି ପାକିସ୍ତାନ Sep 15, 2022 ନୂଆଦିଲ୍ଲୀ: ଭାରତରେ ଏକାଧିକ ଆତଙ୍କୀ ଆକ୍ରମଣର ମାଷ୍ଟର ମାଇଣ୍ଡ୍, ଜେଇଏମ୍ ମୁଖ୍ୟ କୁଖ୍ୟାତ ଆତଙ୍କବାଦୀ ମାସୁଦ ଆଝାର ଏବେ କେଉଁଠି ? ମାସୁଦ ପାକିସ୍ତାନରେ ଥିବା ନେଇ ଦୀର୍ଘ ଦିନ ଧରି ଭାରତର ବାରମ୍ବାର ଦାବି କରି ଆସୁଛି ।…