Browsing Tag

Flood in Odisha

ଆସନ୍ତା କାଲିଠୁ ରାଜ୍ୟରେ ପ୍ରବଳ ବର୍ଷିବ: ସୁବର୍ଣ୍ଣରେଖାରେ ବଡ଼ ଧରଣର ବନ୍ୟା, ବିପଦରେ ୨ ଜିଲ୍ଲା

ଭୁବନେଶ୍ୱର: ରାଜ୍ୟରେ ଏବେ ଲଗାଣ ବର୍ଷାର ପରିମାଣ କମିଥିଲା ବେଳେ ଆସନ୍ତା କାଲିଠୁ ପୁଣି ପ୍ରବଳ ବର୍ଷା ହେବାର ସମ୍ଭାବନା ରିହିଛି ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି । ଆସନ୍ତା କାଲିଠୁ ବର୍ଷା ଆରମ୍ଭ ହୋଇ…

ମନ୍ଦିରରେ ପଶିଲା ପାଣି, ସ୍ଥାନାନ୍ତର ହେଲେ ବିଗ୍ରହ

ନୂଆପଡ଼ା : ମନ୍ଦିରରେ ପଶିଲା ଡ୍ୟାମ ପାଣି । ଅନ୍ୟତ୍ର ସ୍ଥାନାନ୍ତର ହେଲେ ବିଗ୍ରହ । ନୂଆପଡା ଜିଲ୍ଲା କୋମନା ବ୍ଲକ କୋନାବିରା ଗାଁରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ତିଖାଲି ଡ୍ୟାମରେ ପାଣି ଭର୍ତ୍ତି ହେଉଥିବା ବେଳେ ଏପଟେ…

ଆଗାମୀ ତିନି ଘଣ୍ଟାରେ ରାଜ୍ୟରେ ବନ୍ୟା ପରିସ୍ଥିତି ବୃଦ୍ଧି ପାଇପାରେ: ରାଜ୍ୟ ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ

ଭୁବନେଶ୍ୱର: ତିନି ଘଣ୍ଟା ମଧ୍ୟରେ ଓଡ଼ିଶାରେ ବନ୍ୟା ପରିସ୍ଥିତି ବୃଦ୍ଧି ପାଇବାର ସମ୍ଭାବନା ରହିଛି । ଏହି ସମୟ ସମସ୍ତଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ବିଜୟ କୁମାର ମିଶ୍ର…

ଲଗାଣ ବର୍ଷାରେ ବୌଦ୍ଧ ଜିଲ୍ଲା ବେହାଲ

ବୌଦ୍ଧ,ସେପ୍‌ଟେମ୍ବର ୧୫: ଚଳିତ ବର୍ଷ ଖରିଫରେ ଅନିୟମିତ ଓ କମ୍‌ ବର୍ଷା ଯୋଗୁଁ ମରୁଡ଼ି ପରିସ୍ଥିତି ଦେଖା ଦେଇଥିଲା । ଚାଷୀ ବର୍ଷକର ଆୟ ଯୋଗାଉଥିବା ଧାନରେ ପାଣି ଟୋପାଏ ପାଇଁ କସରତ କରୁଥିଲା । ଏବେ ଅଜାଡ଼ି ଦେଇଛି ବର୍ଷା ।…

ଫୁଲୁଛି ସୁବର୍ଣ୍ଣରେଖା, ୨୦ଟି ଗ୍ରାମରେ ବନ୍ୟା ପାଣି

ଭୁବନେଶ୍ୱର: ଅଗଷ୍ଟ ୨: ଝାଡ଼ଖଣ୍ଡରେ ପ୍ରବଳ ବର୍ଷା ଲାଗିରହିଥିବାରୁ ସୁବର୍ଣ୍ଣରେଖା ଦନୀର ଜଳ ଫୁଲିବାରେ ଲାଗିଛି । ଫଳରେ ବାଲିଆପାଳ ଓ ଜଳେଶ୍ୱର ବ୍ଲକ୍‌ର ୨୦ଟି ଗ୍ରାମରେ ବନ୍ୟା ଜଳ ପଶିଯାଇଛି । ଗତକାଲି ରାତିରେ ଗ୍ରାମରେ…