ବିଶ୍ବ କିଭ୍ ଉପରେ ଘନ ଘନ କ୍ଷେପଣାସ୍ତ୍ର ମାଡ଼ : ୩ ମୃତ, ବ୍ୟାପକ କ୍ଷୟକ୍ଷତି Nov 24, 2022 କିଭ୍: ପୁଣିଥରେ ୟୁକ୍ରେନ ଉପରେ ଆକ୍ରମଣକୁ ଜୋରଦାର କରିଛି ରୁଷ । ଆଜି ରୁଷ ସେନା ୟୁକ୍ରେନର ରାଜଧାନୀ କିଭ୍ ଉପରେ ଘନଘନ ମସାଇଲ ମାଡ଼ କରିଛନ୍ତି । ଏଥିରେ ୩ ଜଣ ସାଧାରଣ ଲୋକ ପ୍ରାଣ ହରାଇଥିବା ବେଳେ ୬ ଜଣ ଗୁରୁତର ଆହତ…