ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନା କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
ନୂଆଦିଲ୍ଲୀ: ଜାନୁଆରୀ ୩୧: ଲୋକସଭ।ରେ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନା କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ୨୦୨୨-୨୩ରେ ଅଭିବୃଦ୍ଧି ହ।ର ୮ରୁ ୮.୫ ପ୍ରତିଶତ ରହିବ।ଥିବା ବେଳେ କୃଷି କ୍ଷେତ୍ରରେ ୩.୯, ସେବ।…