ମନୋରଞ୍ଜନ ୧୩ ବର୍ଷ ପରେ ପରିବାର ସହ ଭ୍ରମଣ Feb 12, 2022 ମୁମ୍ବାଇ: ଅଭିନେତ୍ରୀ ପୂଜା ହେଗଡେ ତାଙ୍କ ବଳିଷ୍ଠ ଅଭିନୟ ପାଇଁ ସାଉଥ୍ ସିନେମା ସହ ବଲିଉଡ୍ ଦର୍ଶକୀୟ ସ୍ୱୀକୃତି ଲାଭ କରିସାରିଛନ୍ତି । ବୋଲï ଏବଂ ବୁ୍ୟଟିଫୁଲ ପୂଜା ସୋସିଆଲ ମିଡିଆରେ ମଧ୍ୟ ଖୁବ ସକ୍ରିୟ । ସେ ସର୍ବଦା…
ମନୋରଞ୍ଜନ ‘ବଧାଇ ଦୋ’ ଫିଲ୍ମରେ ନୂଆ ଚେହେରା Feb 11, 2022 ମୁମ୍ବାଇ: ରାଜକୁମାର ରାଓ ଏବଂ ଭୂମି ପେଡନେକରଙ୍କ ଅଭିନୀତ ଫିଲ୍ମ ‘ବଧାଇ ଦୋ’ ମୁକ୍ତିଲାଭ କରିଛି । ଫିଲ୍ମରେ ସମଲିଙ୍ଗୀ କାହାଣୀକୁ ଦର୍ଶାଯାଇଛି , ଯିଏ ସମାଜ ଓ ପରିବାରଠାରୁ ନିଜର ଅସଲ ପରିଚୟ ଲୁଚାଇବା ପାଇଁ ପରସ୍ପର ମଧ୍ୟରେ…
ମନୋରଞ୍ଜନ ନୂଆ ରୂପରେ ରୂପେଲି ପରଦାକୁ ଫେରୁଛି ‘ଶକ୍ତିମାନ’ Feb 11, 2022 ୯୦ ଦଶକର ସୁପରହିଟ୍ ଧାରାବାହିକ ‘ଶକ୍ତିମାନ’ ଏବେ ଚଳଚ୍ଚିତ୍ରରେ ନିର୍ମାଣ ହେବାକୁ ଯାଉଛି । ସୋନି ଟିଭି ଏହି ଚଳଚ୍ଚିତ୍ର ସହିତ ଜଡ଼ିତ ଏକ ଭିଡିଓ କ୍ଲିପ୍ ଟୁଇଟର୍ରେ ସେୟାର କରିଛି । ଯେଉଁଥିରେ ଶକ୍ତିମାନର ଚେହେରା ନଜର…
ମନୋରଞ୍ଜନ ହ୍ରିତିକଙ୍କୁ ବିବାହ କରିବାକୁ ଚାହାନ୍ତି ଗାୟତ୍ରୀ Feb 10, 2022 ମୁମ୍ବାଇ: ପୂର୍ବତନ ମିସ୍ ଇଣ୍ଡିଆ ୟୁନାଇଟେଡ୍ କଣ୍ଟିନେଟସ୍ ଗାୟତ୍ରୀ ଭରଦ୍ୱାଜ ବଲିଉଡ୍ରେ ନିଜ ପରିଚୟ ତିଆରି କରିବା ପାଇଁ ପ୍ରୟାସ ଜାରି ରଖିଛନ୍ତି । ନିକଟରେ େୱବସିରିଜ୍ ‘ଢିଢୋଂରା’ରେ ସେ ନଜର ଆସିଥିଲେ ।…
ମନୋରଞ୍ଜନ ମାର୍ଚ୍ଚରେ ମୁକ୍ତିଲାଭ କରିବ ‘ଦ କାଶ୍ମୀର ଫାଇଲ୍ସ’ ଫିଲ୍ମ Feb 9, 2022 ମୁମ୍ବାଇ: ବହୁ ପ୍ରତିକ୍ଷୀତ ଫିଲ୍ମ ‘ଦ କାଶ୍ମୀର ଫାଇଲ୍ସ’କୁ ନେଇ ଦୀର୍ଘ ସମୟରୁ ଚର୍ଚ୍ଚା ଜାରି ରହିଛି । କାଶ୍ମୀର ପଣ୍ଡିତଙ୍କ ବିସ୍ଥାପନର ଯନ୍ତ୍ରଣାକୁ ଏକତ୍ର କରିଥିବା ଏହି ଫିଲ୍ମକୁ ବିବେକ ଅଗ୍ନିହୋତ୍ରୀ ନିର୍ଦ୍ଦେଶନା…
ମନୋରଞ୍ଜନ ମହାଭାରତ ଭୀମଙ୍କ ଦେହାନ୍ତ Feb 8, 2022 ମୁମ୍ବାଇ: ଫେବୃଆରୀ ୦୮: ଆଉ ନାହାନ୍ତି ବି ଆର୍ ଚୋପ୍ରାଙ୍କ ପ୍ରସିଦ୍ଧ ପୌରାଣିକ ଧାରାବାହିକ ମହାଭାରତରେ ଭୀମ ଭୂମିକାରେ ଅଭିନୟ କରିଥିବା ଅଭିନେତା ପ୍ରବୀଣ କୁମାର ସୋବତୀ । ଖବର ଅନୁଯାୟୀ ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ…
ମନୋରଞ୍ଜନ ମେ’ ରେ ‘ମେଜର୍’ Feb 5, 2022 ମୁମ୍ବାଇ: ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରୀର ସୁପରଷ୍ଟାର ଆଦିବୀ ସେଶ ସନ୍ନି ଚନ୍ଦ୍ରାଙ୍କ ବହୁପ୍ରତୀକ୍ଷିତ ଫିଲ୍ମ ‘ମେଜର୍’ର ରିଲିଜ୍ ତାରିଖର ଘୋଷଣା ହୋଇଛି । ଏହି ଫିଲ୍ମ ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିବା…
ମନୋରଞ୍ଜନ ଫି’ ବଢ଼ାଉଛନ୍ତି ଜନ୍ Jan 28, 2022 ମୁମ୍ବାଇ: ଜନ୍ ଆବ୍ରାହମ୍ ବଲିଉଡ୍ର ଜଣାଶୁଣା ଏବଂ ପ୍ରତିଭାଶାଳୀ ଅଭିନେତା । ସେ ଗୋଟେ ପରେ ଗୋଟେ ଦମଦାର ଆକ୍ସନ ଫିଲ୍ମ କରିବାରେ ଲାଗିଛନ୍ତି ଏବଂ ଦର୍ଶକମାନେ ମଧ୍ୟ ତାଙ୍କର ଆକ୍ସନ ଅବତାରକୁ ବେଶ୍ ପସନ୍ଦ କରୁଛନ୍ତି । ଗତ…
ମନୋରଞ୍ଜନ ଓସ୍କାର ଦୌଡ଼ରେ ‘ଜୟ ଭୀମ’ ଏବଂ ‘ମାରକ୍ର’ Jan 22, 2022 ଦିଲ୍ଲୀ: ସାଉଥ୍ ସୁପରଷ୍ଟାର ସୂର୍ଯ୍ୟାଙ୍କ ବହୁଚର୍ଚ୍ଚିତ ତାମିଲ ଫିଲ୍ମ ‘ଜୟ ଭୀମ’ ଏବଂ ମହାନ ଅଭିନେତା ମୋହନଲାଲଙ୍କ ମଲୟାଲମ ଆକ୍ସନ ‘ମାରକ୍ର’ ଫିଲ୍ମ ଓସ୍କାର ପୁରସ୍କାର ଦୌଡ଼ରେ ସାମିଲ ହୋଇଛି । ନିକଟରେ ଏକାଡେମୀ ତଥା…
ମନୋରଞ୍ଜନ ପ୍ରଯୋଜକ ଭାବେ ବଲିଉଡ୍ରେ ପାଦ ଦେଲେ କ୍ରିତି Jan 13, 2022 ମୁମ୍ବାଇ: ଛୋଟ ପରଦା ହେଉ କିମ୍ବା ବଡ ସବୁଠାରେ କ୍ରିତି କୁଲହାରୀ ଏକ ପରିଚିତ ନାଁ । ନିଜର ଦମଦାର ଅଭିନୟ ଓ ବୋଲï ଅନ୍ଦାଜ ପାଇଁ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିବାରେ ସେ ସଫଳ ହୋଇପାରିଛନ୍ତି । ତେବେ ବିଭିନ୍ନ କ୍ଷେତ୍ରରେ…