ମନୋରଞ୍ଜନ ଦକ୍ଷିଣ ଫିଲ୍ମ ନିର୍ଦ୍ଦେଶକ ଓ କଳାକାରଙ୍କ ସହ କାମ କରିବେ ଶାହାରୁଖ Jun 2, 2022 ମୁମ୍ବାଇ: ବଲିଉଡ୍ ବାଦଶାହା ଶାହରୁଖ ଖାନ୍ ଆଜିକାଲି ତାଙ୍କର ଆଗାମୀ ଫିଲ୍ମଗୁଡ଼ିକୁ ନେଇ ଖୁବ ବ୍ୟସ୍ତ ଅଛନ୍ତି । ଏଥିମଧ୍ୟରେ ‘ଡଙ୍କି’ ଏବଂ ‘ପଠାନ’ ପରି ଫିଲ୍ମ ସାମିଲ ରହିଛି । ଏ ଦୁଇଟି ଫିଲ୍ମ ଏପର୍ଯ୍ୟନ୍ତ ପ୍ରେକ୍ଷାଳୟକୁ…
ମନୋରଞ୍ଜନ କାର୍ତ୍ତିକଙ୍କ ପିଛା ଛାଡ଼ୁନି ଗୁଜବ Jun 1, 2022 ବଲିଉଡ୍ ଇଣ୍ଡଷ୍ଟ୍ରୀରେ ଏସମୟରେ ଜଣେ ଉଦୀୟମାନ କଳାକାର ଭାବେ କାର୍ତ୍ତିକ ଆର୍ଯ୍ୟନଙ୍କୁ ବିବେଚିତ କରାଯାଉଛି । କାରଣ ସେ ନିକଟରେ ତାଙ୍କର ମୁକ୍ତିଲାଭ କରିଥିବା ଫିଲ୍ମ ଭୁଲ୍ ଭୁଲେୟା ୨ର ସଫଳତାକୁ ସେଲିବ୍ରେଟ କରୁଛନ୍ତି ।…
ମନୋରଞ୍ଜନ ବଲିଉଡ୍ରେ ଏଣ୍ଟ୍ରି କରିବେ ଆଉ ଜଣେ ଷ୍ଟାରକିଡ୍ May 31, 2022 ବଲିଉଡ୍ ଇଣ୍ଡଷ୍ଟ୍ରୀରେ ଗତ କିଛି ସମୟ ଧରି କେହି ନା କେହି ଷ୍ଟାର କିଡ୍ ଫିଲ୍ମରେ ପ୍ରବେଶ କରୁଥିବାର ଏକ ପରମ୍ପରା ଜାରି ରହିଛି । ଦର୍ଶକମାନେ ମଧ୍ୟ ସେମାନଙ୍କ ପ୍ରିୟ କଳାକାରଙ୍କ ସନ୍ତାନ ଏବଂ ତାଙ୍କ ଡେବୁ୍ୟ ପ୍ରୋଜେକଫ…
ମନୋରଞ୍ଜନ ସଲମାନଙ୍କ ଫିଲ୍ମରେ ସାଉଥ୍ କାଷ୍ଟ୍ May 25, 2022 ସଲମାନ ଖାନଙ୍କ ଅପକମିଂ ଫିଲ୍ମ ‘କଭି ଇଦ୍ କଭି ଦିୱାଲୀ’ ଘୋଷଣା ହେବା ପରଠୁ ହିଁ ବି-ଟାଉନ ଗଳିରେ ଚର୍ଚ୍ଚା ହେଉଛି । ପ୍ରତିଦିନ ଷ୍ଟାର କାଷ୍ଟ କିମ୍ବା ଅନ୍ୟ ଅପଡେଟ୍କୁ ନେଇ ନୂଆ ନୂଆ ଖବର ଆସିବାରେ ଲାଗିଛି । ନିକଟରେ ଖବର…
ମନୋରଞ୍ଜନ ଦର୍ଶକଙ୍କ ମନ ଜିଣୁଛି ‘ପଞ୍ଚାୟତ’ May 23, 2022 ବର୍ଷ ୨୦୨୦ରେ କୋଭିଡ ମହାମାରୀର ଲକ୍ଡାଉନରେ ସିନେ ଦର୍ଶକ ‘ପଞ୍ଚାୟତ’ େୱବସିରିଜ୍ ମାଧ୍ୟମରେ ଗାଁ ପରିଦର୍ଶନ କରିଥିଲେ । ଗାଁର ପ୍ରକୃତ ଛବି, ସରଳ ଜୀବନଯାପନ ଓ ରାଜନୀତିକୁ ଏକ ଭିନ୍ନଶୈଳୀ ସହ ହାସ୍ୟକାରରେ ଦର୍ଶକଙ୍କ…
ମନୋରଞ୍ଜନ ମରାଠୀ ଇଣ୍ଡଷ୍ଟ୍ରୀର ଫ୍ୟାଶନ ଡିଭା ସଈ May 17, 2022 ମରାଠୀ ଫିଲ୍ମର ଲୋକପ୍ରିୟ ଅଭିନେତ୍ରୀ ସଈ ତାମହଣକର ତାଙ୍କର ବୋଲï ଲୁକ୍ ଏବଂ ଦମଦାର ଆକଫି ପାଇଁ ଲାଇମଲାଇଟ୍ରେ ରହିଥାନ୍ତି । ସିନେମା ହେଉ କି େୱବସିରିଜ୍ ସେ ନିଜ କାମ ପ୍ରତି ସର୍ବଦା ଉତ୍ସଗୀକୃତ ରହିଥାନ୍ତି । କେବଳ…
ମନୋରଞ୍ଜନ ମହିଳା ବାଇକର୍ସଙ୍କୁ ନେଇ ତାପସୀଙ୍କ ଫିଲ୍ମ May 16, 2022 ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ତାପସୀ ପନ୍ନୁ ରୁପେଲି ପରଦାରେ ସର୍ବଦା କିଛି ଭିନ୍ନ କରିବାର ପ୍ରୟାସ ରଖିବାର ଆକାଂକ୍ଷା ରଖିଥାନ୍ତି । ଏହି ପରିପ୍ରେକ୍ଷୀରେ ସେ ମହିଳା ପୃଷ୍ଠଭୂମି ଉପରେ ଆଧାରିତ ଅନେକ ଫିଲ୍ମରେ ଏକକ ନାୟିକା…
ମନୋରଞ୍ଜନ ‘ନକମ୍ମା’ରୁ ବଲିଉଡ୍ ଡେବୁ୍ୟ May 14, 2022 ମୁମ୍ବାଇ: ୟୁଟୁ୍ୟବ ଯାତ୍ରା ପରେ ବର୍ତ୍ତମାନ ବଲିଉଡ୍ରେ ପାଦ ରଖିବାକୁ ଯାଉଛନ୍ତି ନାସନାଲ କ୍ରସ୍ ଶିର୍ଲେ ସେତିୟା । ଫିଲ୍ମର ନାଁ ରହିଛି ନିକମ୍ମା । ଏଥିରେ ତାଙ୍କ ଅପୋଜିଟ୍ରେ ଅଭିନେତ୍ରୀ ଭାଗ୍ୟଶ୍ରୀଙ୍କ ପୁତ୍ର…
ମନୋରଞ୍ଜନ ପୁଣି ସଫଳତା ହାସଲ ପାଇଁ କରୁଛନ୍ତି ସଂଘର୍ଷ Mar 14, 2022 ପ୍ରାୟ ୪ ବର୍ଷର ଲମ୍ବା ପ୍ରତୀକ୍ଷା ପରେ ବଲିଉଡ୍ କିଙ୍ଗ୍ ଶାହାରୁଖ ଖାନ ପରିଶେଷରେ ନିଜ ରୁପେଲି ପରଦାର ପ୍ରତ୍ୟାବର୍ତ୍ତନ ତାରିଖକୁ ଘୋଷଣା କରିଛନ୍ତି । ସେ ଆଗାମୀ ବର୍ଷ ସାଧାରଣତନ୍ତ୍ର ଦିବସରେ ନିର୍ଦ୍ଦେଶକ ସିଦ୍ଧାର୍ଥ…
ମନୋରଞ୍ଜନ ବର୍ଲିନ ସ୍ପେଶାଲ ସେଗମେଣ୍ଟରେ ପ୍ରଦର୍ଶିତ ହେବ ଆଲିୟାଙ୍କ ଫିଲ୍ମ ‘ଗଙ୍ଗୁବାଈ କାଠିଆୱାଡୀ’ Feb 15, 2022 ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ଆଲିୟା ଭଟ୍ଟ ତାଙ୍କର ଆଗାମୀ ଫିଲ୍ମ ‘ଗଙ୍ଗୁବାଈ କାଠିଆୱାଡୀ’କୁ ନେଇ ଏବେ ଲାଇମଲାଇଟ୍ରେ । ନିକଟରେ ଫିଲ୍ମର ଟ୍ରେଲର ରିଲିଜ୍ ହୋଇଥିଲା, ଯେଉଁଥିରେ ଆଲିୟାଙ୍କ ଦମଦାର ଅଭିନୟ ଦେଖିବାକୁ…