Browsing Tag

FIFA World Cup 2022

ପି୍ରକ୍ୱାର୍ଟରରେ ଆର୍ଜେଣ୍ଟିନା-ଅଷ୍ଟ୍ରେଲିଆ ମୁକାବିଲା

ଦୋହା : ପରାଜୟ ଦୁଃଖ ଭୁଲି କ୍ରମାଗତ ଦ୍ୱିତୀୟ ବିଜୟ ସହ ଆର୍ଜେଣ୍ଟିନା ଦଳ ପି୍ରକ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି । ଦୁଇଥରର ଚାମ୍ପିଅନ ଆର୍ଜେଣ୍ଟିନା ଗ୍ରୁପ-ସି’ର ଶେଷ ମ୍ୟାଚ୍‌ରେ ପୋଲାଣ୍ଡକୁ ୨-୦ ଗୋଲରେ ହରାଇଥିଲା । ୬…

ଫିଫା ଫୁଟବଲ ବିଶ୍ୱକପ୍‌: େୱଲ୍ସକୁ ମାତ ଦେଲା ଇରାନ

ଦୋହା : ଫିଫା ଫୁଟବଲ ବିଶ୍ୱକପ୍‌ରେ ଏସୀୟ ରାଷ୍ଟ୍ର ଗୁଡିକର ଜମାଣିଆ ପ୍ରଦର୍ଶନ ଜାରି ରହିଛି । ଦୁଇଥର ବିଜେତା ଆଜେଣ୍ଟିନାକୁ ସାଉଦିଆରବ ଓ ପରେ ପରେ ଜର୍ମାନୀକୁ ଜାପାନ ଧରାଶାୟୀ କରିଥିଲା । ଏହି ତାଲିକାରେ ସାମିଲ ହୋଇଛି…

ଫିଫା ବିଶ୍ୱକପ୍‌: କାମେରନ୍‌ଙ୍କୁ ଧରାଶାୟୀ କଲା ସ୍ୱିଜରଲାଣ୍ଡ

ଦୋହା : ଫିଫା ବିଶ୍ୱକପର ଗ୍ରୁପ୍‌ ଜି’ରେ ଧମାକାଦାର ଆରମ୍ଭ କରିଛି ସ୍ୱିଜରଲାଣ୍ଡ । ଶକ୍ତିଶାଳୀ କାମେରନ୍‌ ପ୍ରଥମ ମ୍ୟାଚରେ ସ୍ୱିଜରଲାଣ୍ଡ ନିକଟରୁ ୧-୦ ଗୋଲ୍‌ରେ ହାରିଯାଇଛି । ପ୍ରଥମାର୍ଦ୍ଧରେ ଉଭୟ ଦଳ ସମାନ ସ୍ଥିତିରେ ଥିଲେ…

ଫିଫା ବିଶ୍ୱକପ୍‌: ଇରାନକୁ ୬-୨ରେ ହରାଇ ଇଂଲଣ୍ଡ

ଦୋହା: ବିଜୟରୁ ନିଜର ବିଶ୍ୱକପ ଅଭିଯାନ ଆରମ୍ଭ କରିଛି ଇଂଲଣ୍ଡ । କାତାରରେ ଚାଲିଥିବା ଫିଫା ଫୁଟବଲ ବିଶ୍ୱକପର ଦ୍ୱିତୀୟ ଦିନର ପ୍ରଥମ ମ୍ୟାଚରେ ଶକ୍ତିଶାଳୀ ଇଂଲଣ୍ଡ ଏକତରଫା ଭାବେ ଇରାନକୁ ୬-୨ ଗୋଲରେ ହରାଇଛି । ଇଂଲଣ୍ଡ…

ଫିଫା ବିଶ୍ୱକପର ନିୟମ କଡାକଡି

ଫିଫା ବିଶ୍ୱକପ ପୂର୍ବରୁ କାତାର ସରକାର ଏକ ନିୟମାବଳୀ ଜାରି କରିଛନ୍ତି । ଏହା ସେସିଆଲ ମିଡିଆରେ ବିଜୁଳି ବେଗରେ ବ୍ୟାପିବାରେ ଲିଗିଛି । ବିଶ୍ୱକପ ଦେଖିବାପାଇଁ କାତାର ଆସିବାକୁ ଥିବା ଦର୍ଶକଙ୍କ ପାଇଁ ଏହା ସତର୍କଘଣ୍ଟି ଭଳି ।…

ଆଉ ଦିନକ ପରେ ଫୁଟବଲ ମହାକୁମ୍ଭ

ଆଉ ଗୋଟିଏ ଦିନର ବ୍ୟବଧାନ ପରେ ଫିଫା ବିଶ୍ୱକପ୍‌ ବିଗୁଲ ବାଜିବ । ସାରା ବିଶ୍ୱ ଅନେଇ ବସିଛି ଏହି ମୂହୁର୍ତ୍ତକୁ । ମାସେ କାଳ କାତାର ପାଲଟି ଯିବ ମିନି ବିଶ୍ୱ । କାରଣ ଫୁଟବଲ କ୍ରୀଡାର ଶ୍ରେଷ୍ଠ ୩୨ଟି ଦଳ କାତାରରେ ବିଶ୍ୱ…