ଖେଳ ଫର୍ମୂଲା ୱାନର ‘୨୦୨୩’ ଋତୁରେ ୨୪ ରେସ୍ Sep 23, 2022 ପ୍ୟାରିସ୍ : ଫର୍ମୁଲା ୱାନ୍ କାର୍ ରେସିଂର ଆଗାମୀ ଋତୁ (୨୦୨୩ ବର୍ଷ)ରେ ରେକର୍ଡ ୨୪ ରେସ୍ ଦେଖିବାକୁ ମିଳିବ । ଯାହା ଚଳିତ ବର୍ଷଠାରୁ ୨ ଅଧିକ । ୨୦୨୩ରେ ଆମେରିକାର ଲସ୍ ଭେଗାସରେ ପ୍ରଥମ ଥର ଲାଗି ଫ୍ଲଡ୍ ଲାଇଟରେ…