Browsing Tag

Festival of Odisha

ମାଁ ମଝିଘରିଆଣୀଙ୍କ ଚଇତି ପର୍ବ

ରାୟଗଡ଼ା : ଚୌତ୍ରମାସରେ ମା’ମଝିଘରିଆଣୀଙ୍କ ଚଇତି ପର୍ବ । ରାୟଗଡା ଉପକଣw ଦେଇ ବୋହିଯାଉଥିବା ଝଞ୍ଜାବତୀ ନଦୀକୂଳ ଏବେ ଉତ୍ସବ ମୁଖର । ଦେବୀ ପୀଠରୁ ମହମହ ହୋଇ ବାସୁଛି ଝୁଣାର ଗନ୍ଧ । ମହୁରୀ ସାଙ୍ଗକୁ ଢ଼ୋଲ ନିଶାଣ, ଟାମକ ଆଦି…

ପଣା ସଂକ୍ରାନ୍ତିର ମହତ୍ତ୍ୱ

ଏହି ସମୟରେ ତାପମାତ୍ରା ବୃଦ୍ଧି ହେବା ସହ ଶରୀରର ହଜମ ଶକ୍ତି ବଢେ । ତେଣୁ ଏହି ଦିନ ଗରିଷ୍ଠ ଖାଦ୍ୟ ଯଥା ଛତୁଆ ଭୋଜନ କରାଯାଏ । ଦେହର ଅତ୍ୟଧିକ ତାପ ଶକ୍ତି ସମ ଅବସ୍ଥାକୁ ଆଣିବା ପାଇଁ ପଣାପାନର ବ୍ୟବସ୍ଥା କରାଯାଏ । ତେଣୁ…

ଦୋଳ ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ

ବଲାଙ୍ଗିର : ସ୍ଥାନୀୟ ଯାଦବ ଭବନ ପରିସରରେ ଚଳିତ ବର୍ଷ ପାଇଁ ଆୟୋଜନ ହେବାକୁ ଥିବା ଦୋଳ ମହୋତ୍ସବ ପାଇଁ ଏକ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଯାଦବ ସମାଜର ପୌରାଞ୍ଚଳ ସଭାପତି ପଙ୍କଜ ସେଲମାଙ୍କ…

ପ୍ରଥମାଷ୍ଟମୀ

ପ୍ରଥମାଷ୍ଟମୀକୁ ପଢୁଆଁଷ୍ଟମୀ/ପୋଢୁଆଁଷ୍ଟମୀ କହୁନ୍ତି । ମାର୍ଗଶିର ମାସ କୃଷ୍ଣ ପକ୍ଷର ଅଷ୍ଟମୀ ତିଥି ଦିନ ପାଳନ କରାଯାଏ ଓଡ଼ିଶାର ଏହି ଅନନ୍ୟ ପାରମ୍ପରିକ ପର୍ବ । ଏହା ସୌଭାଗିନୀ ଅଷ୍ଟମୀ, କାଳ ଭୈରବାଷ୍ଟମୀ ବା ପାପ-ନାଶିନୀ…

କରୋନା ପ୍ରଭାବ; ନୂଆଖାଇ ବଜାର ମାନ୍ଦା

ଭୁବନେଶ୍ୱର : ଅଗଷ୍ଟ ୧୯: ଆଉ ମାତ୍ର ଅଳ୍ପଦିନ ରହିଲା ପଶ୍ଚିମ ଓଡିଶାର କୃଷିଭିତିକ ଗଣପର୍ବ ନୂଆଁଖାଇ । ସେଥିପାଇଁ ଆରମ୍ଭ ହୋଇଗଲାଣି ପ୍ରସ୍ତୁତି ପର୍ବ । ଅଧିଷ୍ଠାତ୍ରୀ ଦେବୀ ମା ସମଲେଇଙ୍କ ଠାରେ ଲଗ୍ନ ଧାର୍ଯ୍ୟ ହେବାକ୍ଷଣି…