ଓଡ଼ିଶା ଏସ୍ସିବିରେ ହେବ ମାଗଣା ଇକ୍ମୋ ଚିକିତ୍ସା Aug 27, 2021 ଭୁବନେଶ୍ୱର: ଅଗଷ୍ଟ ୨୭: କଟକ ଏସସିବି ମେଡିକାଲରେ ହେବ ମାଗଣା ଇକ୍ମୋ ଚିକିତ୍ସା । ଏହାସହ କଟକ ଏସ୍ସିବି ହେବ ପୂର୍ବ ଭାରତର ଇକ୍ମୋ ହବ୍ । ଏଥିପାଇଁ ରାଜ୍ୟ ସରକାର ସମସ୍ତ ଖର୍ଚ୍ଚ ବହନ କରିବେ । କୋଭିଡ ନିୟମ କଡ଼ାକଡ଼ି…