ଜୀବନଚର୍ଯ୍ୟା ଟ୍ରେଣ୍ଟରେ ସିକେ୍ୱନ୍ର ଚମକ Jun 18, 2022 ଆଜିକାଲି ରାତିରେ ପାର୍ଟି କରିବା ଯେମିତି ଏକ ଟ୍ରେଣ୍ଡ୍ ପାଲଟିଛି । ଏହି ନାଇଟ୍ ପାର୍ଟିରେ ସମସ୍ତେ ଅନ୍ୟଠୁ ଭିନ୍ନ ଏବଂ ଗ୍ଲାମର୍ ଦେଖିବାକୁ ଚାହାନ୍ତି । ଏଥିପାଇଁ ଆପଣ ପାର୍ଟିରେ ଆକର୍ଷଣୀୟ ଦେଖାଯିବା ପାଇଁ ସ୍ୱିକେନ୍ସ…
ଜୀବନଚର୍ଯ୍ୟା ସଲୱାର ସୁଟ୍ରେ ବି ଲାଗନ୍ତୁ ଷ୍ଟାଇଲିସ୍ May 9, 2022 ଭାରତୀୟ ମହିଳାଙ୍କ ମଧ୍ୟରେ ସଲୱାର ସୁଟ୍କୁ ନେଇ କ୍ରେଜ୍ କେବେ ବି କମ୍ ହୋଇନଥାଏ । ଯେକୌଣସି ପର୍ବ କିମ୍ବା ଉତ୍ସବ ହେଉ, ସୁନ୍ଦର ସୁନ୍ଦର ସଲୱାର ସୁଟ୍ ପିନ୍ଧିବାକୁ ପସନ୍ଦ କରିଥାନ୍ତି । ଆଜିକାଲି ମାର୍କେଟରେ ମଧ୍ୟ…
ଫିଟନେସ୍ ଡିଜାଇନର ନୋଜ୍ ପିନ୍ Apr 7, 2022 ମହିଳାଙ୍କ ଅନେକ ପାରମ୍ପରିକ ଶୃଙ୍ଗାର ମଧ୍ୟରେ ନୋଜ୍ ପିନ୍ ଅନ୍ୟତମ । ଏହାକୁୁପିନ୍ଧିଲେ ଚେହେରା ଆହୁରି ସୁନ୍ଦର ଏବଂ ଆକର୍ଷଣୀୟ ଦେଖାଯାଇଥାଏ । ହେଲେ ଆଜିକାଲି ନୋଜ୍ ପିନ୍ର ଟ୍ରେଣ୍ଡରେ ପରିବର୍ତ୍ତନ ଆସିଛି । ବିବାହିତ…
ଜୀବନଚର୍ଯ୍ୟା ଟ୍ରେଣ୍ଡିଂ ଜୁଏଲାରୀ ଫ୍ୟାଶନ Apr 1, 2022 ସିମ୍ପଲ୍ ଲୁକ୍କୁ ଷ୍ଟାଇଲିସ୍ କରିବା ପାଇଁ ଜୁଏଲାରୀର ଡିମାଣ୍ଡ ରହିଥାଏ । ହେଲେ ସବୁବେଳେ ପ୍ରତିଟି ଆଉଟଫିଟ୍ ସହ ମ୍ୟାଚିଂ ଆସୋସରିଜ୍ ପିନ୍ଧିବା ଆପଣଙ୍କ ଲୁକ୍କୁ ବୋରିଂ କରିପାରେ । ସିମ୍ପଲ୍ରେ ନୂଆ ଟ୍ୱିଷ୍ଟ ଆଣିବା…
ଜୀବନଚର୍ଯ୍ୟା ପାରମ୍ପରିକ ଲୁକ୍ ପାଇବା ପାଇଁ ବାଛନ୍ତୁ ମେଟାଲିକ୍ ଶାଢ଼ୀ Mar 10, 2022 କିଛି ଦିନ ତଳେ ଅଭିନେତ୍ରୀ ମୌନୀ ରୟ ବ୍ରାଉନ କଲର୍ର ମେଟାଲିକ୍ ଶାଢୀ ପିନ୍ଧିଥିବା ସ୍ପଟ୍ କରାଯାଇଥିଲା । ଏହା ତାଙ୍କର ଦେଶୀ ଲୁକ୍କୁ ଆହୁରି ବୋଲï କରିଥିଲା । ପୁଣି ଥରେ ଟ୍ରେଣ୍ଡ୍କୁ ଫେରିଛି ଏହି ମେଟାଲିକ୍ ଶାଢୀ…
ଜୀବନଚର୍ଯ୍ୟା ତ୍ରିରଙ୍ଗା ନେଲ୍ ଆର୍ଟ Jan 25, 2022 ସ୍ୱାଧୀନତା ଦିବସକୁ ସ୍ୱତନ୍ତ୍ର କରିବା ପାଇଁ ମହିଳାମାନେ ନା କେବଳ ତ୍ରିରଙ୍ଗା ରଙ୍ଗର ଆଉଟଫିଟ୍ ପିନ୍ଧନ୍ତି ତାହା ନୁହେଁ ବରଂ ମ୍ୟାଚିଂ ଜୁଏଲରୀ ଏବଂ ମେକଅପ୍ ମଧ୍ୟ କରିଥାନ୍ତି । ହେଲେ ସ୍ୱାଧୀନତା ଦିବସ ଅବସରରେ…
ଜୀବନଚର୍ଯ୍ୟା ଟ୍ରାଇକଲର୍ ଫ୍ୟାଶନ Jan 25, 2022 ସ୍ୱାଧୀନତା ଦିବସ ହେଉ କିମ୍ବା ସାଧାରଣତନ୍ତ୍ର ଦିବସ, ଏହି ଖାସ୍ ଅବସରରେ ଆପଣ ବି ଟ୍ରାଇକଲର୍ ଫ୍ୟାଶନ ଆପଣାଇ ଖାସ୍ ଲୁକ୍ ପାଇପାରିବେ । ଆଜିକାଲି ମାର୍କେଟରେ ତ୍ରିରଙ୍ଗା ରଙ୍ଗର ବିଭିନ୍ନ ପ୍ରକାର ଆଉଟ୍ଫିଟ୍ ଏବଂ…
ଜୀବନଚର୍ଯ୍ୟା ଟ୍ରେଣ୍ଟରେ କାର୍ଟୁନ ପ୍ରିଣ୍ଟ୍ ପୋଷାକ Jan 24, 2022 ପ୍ରତିଦିନ କାଜୁଆଲ ଓ ଫର୍ମାଲ ଆଉଟଫିଟ୍ ପିନ୍ଧି ବୋର୍ ହେଉଥିଲେ, କିଛି ହଟ୍କେ ଟ୍ରାଏ କରନ୍ତୁ । ପ୍ରିଣ୍ଟ୍ ମଧ୍ୟରେ କାର୍ଟୁନ ଡିଜାଇନ ଚୟନ କରନ୍ତୁ । ଏହା ଆପଣଙ୍କ ମୁଡ୍କୁ ରିଫ୍ରେସ୍ କରିବା ସହ ଅନ୍ୟମାନଙ୍କଠାରୁ…
ଜୀବନଚର୍ଯ୍ୟା ଯୁବପିଢ଼ିଙ୍କ ପ୍ରଥମ ପସନ୍ଦ ‘ପେପଲମ୍’ ପୋଷାକ Dec 10, 2021 ଆଜିକାଲି ପେପ୍ଲମ୍ ଷ୍ଟାଇଲ୍କୁ ଯୁବତୀମାନେ ବେଶ୍ ପସନ୍ଦ କରୁଛନ୍ତି । ଏହା ମଧ୍ୟ ଟ୍ରାଡିସନାଲ ସହ େୱଷ୍ଟର୍ନ ଆଉଟଫିଟ୍ର ନୂଆ ଟ୍ରେଣ୍ଡ୍ ପାଲଟିଛି । ଯଦି ଆପଣ ନିଜର ମୋଟାପଣକୁ ଲୁଚାଇବା ଏବଂ ପରଫେକଫ ଫିଗର୍କୁ ଶୋ…
ଜୀବନଚର୍ଯ୍ୟା ଶୀତଦିନ ପାଇଁ ପିନ୍ଧନ୍ତୁ ଷ୍ଟାଇଲିସ୍ ଉଲେନ୍ କୁର୍ତ୍ତୀ Nov 23, 2021 ଶୀତଦିନେ ଗ୍ଲାମରସ୍ ଏବଂ ଷ୍ଟାଇଲିସ୍ ଲୁକ୍ ପାଇବାକୁ ଚାହୁଁଥିଲେ ନିଜ ଆଉଟଫିଟ୍ରେ କିଛି ଭିନ୍ନ ଟ୍ରାଏ କରନ୍ତୁ । ଆପଣ ଅଫିସ ଏବଂ ପାର୍ଟିରେ ଉଲେନ୍ ଡ୍ରେସ୍ ପିନ୍ଧିପାରିବେ । ବଜାରରେ ଆଜିକାଲି ବିଭିନ୍ନ ପ୍ରକାରର…