ଟ୍ରାକ୍ଟର ରାଲି ହିଂସାକାଣ୍ଡରେ ଗିରଫ ଚାଷୀଙ୍କୁ ୨ ଲକ୍ଷ ଟଙ୍କା ସହାୟତା ରାଶି ଦେବେ ପଞ୍ଜାବ ସରକାର
ପଞ୍ଜାବ: ନଭେମ୍ବର ୧୩: ଚଳିତ ବର୍ଷ ଗଣତନ୍ତ୍ର ଦିବସରେ କୃଷି ଆଇନକୁ ବିରୋଧ କରି ଦିଲ୍ଲୀରେ ଚାଷୀମାନେ ଟ୍ରାକଫର ରାଲି କରିଥିଲେ । ଏଥିରେ ଦିଲ୍ଲୀ ପୋଲିସ ୮୩ ଜଣ ଚାଷୀଙ୍କୁ ଗିରଫ କରିଥିଲା । ସେହି ଗିରଫ ସମସ୍ତ ଚାଷୀଙ୍କୁ…