ଏଲୋନ୍ ମସ୍କଙ୍କ ଚେହେରା ଓ ଛେଳି ଶରୀର ଥିବା ୩୦ ଫୁଟ ର ପ୍ରତିମୁର୍ତି ତିଆରିକଲେ ପ୍ରଶଂସକ
ନୂଆଦିଲ୍ଲୀ : ବିଶ୍ୱର ଏକ ନମ୍ବର ଧନୀ ତାଲିକାରେ ଥିବା ଟେସଲା ସିଇଓ ଏଲୋନ୍ ମସ୍କଙ୍କ ପ୍ରତିମୁର୍ତି ତିଆରିକଲେ ପ୍ରଶଂସକ I ପ୍ରଶଂସକ ତାଙ୍କର ଏକ ୩୦ ଫୁଟ ଲମ୍ବ ର ଏକ ସ୍ମାରକ ତିଆରି କରିଛନ୍ତି I ମସ୍କଙ୍କୁ 'ହିରୋ' ସଜାଇ…