ୟୁରୋପୀୟ ସଂଘରେ ବ୍ୟାନ ହେବ ରୁଷିଆ ସରକାରୀ ମିଡିଆ:ଫେସବୁକର ପ୍ୟାରେଂଟ କମ୍ପାନି ମେଟାଭର୍ସ ନିଷ୍ପତ୍ତି
ଦିଲ୍ଲୀ: ମାର୍ଚ୍ଚ ୦୧: ୟୁକ୍ରେନ୍ ଉପରେ ଋଷର ଅମାନବୀୟ ଆକ୍ରମଣକୁ ସାରା ୟୁରୋପୀୟ ଦେଶ ନିନ୍ଦା କରୁଛନ୍ତି । ଏହାସହିତ ୟୁକ୍ରେନ୍କୁ ସାହାଯ୍ୟର ହାତ ବଢ଼ାଉଛନ୍ତି । ନିକଟରେ ବିଶ୍ୱର ଧନୀ ତଥା ସ୍ପେସ୍ ଏକ୍ସର ମାଲିକ ଏଲନ୍…