ଥାଇଲ୍ୟାଣ୍ଡ ସ୍କୁଲ ନିକଟରେ ୩୬ ଜଣଙ୍କୁ ହତ୍ୟା ଘଟଣା: ପ୍ରେମିକା ସହ ଝଗଡ଼ା କରି କ୍ରୋଧରେ ହତ୍ୟା କରିଥିଲା ପ୍ରେମିକ
ବ୍ୟାଙ୍କକ: ପ୍ରେମିକା ସହ ଝଗଡ଼ା ପରେ କ୍ରୋଧର ନିଆଁରେ ଜଳୁଥିଲା ପ୍ରେମିକ । ଆଉ ପ୍ରତିଶୋଧ ନେବାକୁ ଅନେକ ନିରୀହ ପିଲାଙ୍କୁ ହତ୍ୟା କରିଥିଲା ଅଭିଯୁକ୍ତ । ଥାଇଲ୍ୟାଣ୍ଡରେ ଗତ ସପ୍ତାହକ ତଳେ ୨୨ ଜଣ ପିଲାଙ୍କ ସମେତ ୩୬ ଜଣଙ୍କୁ…