ଇଉରୋପ ରେ ବନ୍ୟା ପରିସ୍ଥିତି ଭୟଙ୍କର; ଶହେ ରୁ ଉର୍ଦ୍ଧ୍ବ ଲୋକଙ୍କ ମୃତ୍ୟୁ
ଭୁବନେଶ୍ୱର: ଜୁଲାଇ ୧୭: ପଶ୍ଚିମ ଜର୍ମାନୀ ଏବଂ ବେଲଜିୟମର ବିଭିନ୍ନ ଅଞ୍ଚଳରେ ଭୟଙ୍କର ବନ୍ୟାରେ ଅତି କମରେ ୧୫୦ ଜଣଙ୍କର ମୃତ୍ୟୁ ଘଟିଛି ବୋଲି ଅଧିକାରୀମାନେ ଶନିବାର କହିଛନ୍ତି I ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ଶହ…