ବିବାହ ବନ୍ଧନରେ ବାନ୍ଧିହେବେ ବଲିଉଡ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍ ଓ ହିରୋ ଭିକି କୌଶଲ
ନୂଆଦିଲ୍ଲୀ: ଡିସେମ୍ବର ୦୨: ଖୁବଶୀଘ୍ର ବିବାହ ବନ୍ଧନରେ ବାନ୍ଧିହେବାକୁ ଯାଉଛନ୍ତି ବଲିଉଡ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍ ଓ ଉରି ଫିଲ୍ମ ହିରୋ ଭିକି କୌଶଲ। ଖବର ମିଳିଛି କି ଆସନ୍ତା ୯ ତାରିଖରେ ସେମାନେ ବିବାହ କରିବାକୁ…