ଦେଶ- ବିଦେଶ ଦିଲ୍ଲୀ ମଦ ଦୁର୍ନୀତି ଅଭିଯୋଗରେ ୪୦ଟି ସ୍ଥାନରେ ଇଡି ଚଢ଼ାଉ Sep 16, 2022 ଦିଲ୍ଲୀ: ଦିଲ୍ଲୀର ମଦ ନୀତି ଦୁର୍ନୀତିରେ ଅଭିଯୋଗରେ ଆଜି ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ଏକାଧିକ ସହରର ୪୦ଟି ସ୍ଥାନରେ ଚଢ଼ାଉ କରିଛି । ସେହି ସ୍ଥାନ ମଧ୍ୟରୁ ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦରେ ୨୦ଟି ସ୍ଥାନଠାରେ…
ଅପରାଧ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ବଢ଼ିଲା ଅଡୁଆ, ସୁକେଶ ଚନ୍ଦ୍ରଶେଖର ଠକେଇ ମାମଲାରେ ଅଭିଯୁକ୍ତ କଲା ଇଡି Aug 17, 2022 ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ବଢ଼ିଲା ଅଡୁଆ I ମହାଠକ ସୁକେଶ ଚନ୍ଦ୍ରଶେଖର ସହ ଘନିଷ୍ଠ ଥିଲେ ଜ୍ୟାକଲିନ I ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଜ୍ୟାକଲିନଙ୍କୁ ୨୦୦ କୋଟି ଟଙ୍କା ହେରଫେର ମାମଲାରେ…
ଦେଶ- ବିଦେଶ ଅବୈଧ ଫୋନ ଟ୍ୟାପିଂ ମାମଲା: ଚିତ୍ରା ରାମକୃଷ୍ଣ ଗିରଫ Jul 15, 2022 ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗୁରୁବାର ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର ପୂର୍ବତନ ସିଇଓ ଚିତ୍ରା ରାମକୃଷ୍ଣଙ୍କୁ ଗିରଫ କରିଛି । କୋର୍ଟ ଇଡିକୁ ୪ ଦିନିଆ ରିମାଣ୍ଡ ପାଇଁ ମଧ୍ୟ ଅନୁମତି ଦେଇଛନ୍ତି । ଏହା…
ଅପରାଧ ଅନିଲ ଦେଶମୁଖଙ୍କ ବିରୋଧରେ ଇଡିର ସପ୍ଲିମେଣ୍ଟ।ରୀ ଚ।ର୍ଜସିଟ Dec 29, 2021 ମୁମ୍ବ।ଇ: ଡିସେମ୍ବର ୨୯: ଅନିଲ ଦେଶମୁଖଙ୍କ ବିରୋଧରେ ଇଡି ସପ୍ଲିମେଣ୍ଟ।ରୀ ଚ।ର୍ଜସିଟ ଦ।ଖଲ କରିଛି । ଇଡି ଅଭିଯୋଗ କରିଛି ଯେ ଦେଶମୁଖଙ୍କ ପରିବ।ର ପରୋକ୍ଷରେ ୨୭ ଟି କମ୍ପ।ନୀର କ।ର୍ଯ୍ୟକଳ।ପକୁ ନିୟନ୍ତ୍ରଣ କିମ୍ବ। ପରିଚ।ଳନ।…
ଦେଶ- ବିଦେଶ ପାନାମା ପେପର୍ସ ଲିକ୍ ମାମଲାରେ ଐଶ୍ୱର୍ଯ୍ୟଙ୍କୁ ସମନ Dec 20, 2021 ମୁମ୍ବାଇ: ଡିସେମ୍ବର ୨୦: ପାନାମା ପେପର୍ସ ଲିକ୍ ମାମଲାରେ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କୁ ଇଡି(ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ)ର ସମନ ପଠାଇଛି । ତାଙ୍କୁ ପଚରାଉଚରା ପାଇଁ ଇଡି ଡକାଇଛି । ଏହି ସମନ ଅନୁସାରେ, ଆଜି…
ଦେଶ- ବିଦେଶ ଅଭିନେତା ସୁଶାନ୍ତ ସିଂ ରାଜପୁତ ଙ୍କ ଆତ୍ମହତ୍ୟା ସହ ଜଡିତ ୧୫ କୋଟି ଟଙ୍କା ର କାରବାର କୁ ନେଇ ମନି ଲଣ୍ଡରିଂ ମାମଲା… Jul 31, 2020 ମୁମ୍ବାଇ : ଜୁଲାଇ ୩୧: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ସହ ଜଡିତ 15 କୋଟି ଟଙ୍କା ମୂଲ୍ୟର କାରବାର ଉପରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ମାମଲା ରୁଜୁ କରିଛି। ଇଡି ର ଏକ ବିଶେଷ ସୂତ୍ରରୁ ପ୍ରକାଶ ଯେ'…