ସନ୍ଧ୍ୟା ୫ ଟା ପରେ ମହିଳାମାନେ ଥାନାକୁ ଯିବା ନିରାପଦ ନୁହେଁ : ବିଜେପି ନେତ୍ରୀ
ବାରଣାସି: ଅକ୍ଟୋବର ୨୩: ଆଗକୁ ଆସୁଥିବା ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନକୁ ନେଇ ରାଜନୀତି ଦଳ ଲୋକଙ୍କୁ ଅକୃଷ୍ଟ କରିବାରେ ଲାଗିପଡ଼ିଛନ୍ତି । ଏହାରି ମଧ୍ୟରେ ବିଜେପି ନେତ୍ରୀ ବେବି ରାଣୀ ମୋର୍ଯ୍ୟ ଅଜବ ବୟାନ ଦେଇ…