ବିଶ୍ବ ଭାରତୀୟ ବଂଶୋଦ୍ଭବ ଅରୁଣା ମିଲର୍ ଆମେରିକା ଉପରାଜ୍ୟପାଳ Nov 10, 2022 ୱାସିଂଟନ୍: ଆମେରିକୀୟ ପ୍ରଦେଶ ମେରିଲାଣ୍ଡର ଉପରାଜ୍ୟପାଳ ପ୍ରତିଦ୍ୱନ୍ଦ୍ୱିତାରେ ବିଜୟୀ ହୋଇ ମଙ୍ଗଳବାର ଦିନ ଅରୁଣା ମିଲର୍ ପ୍ରଥମ ଭାରତୀୟ-ଆମେରିକୀୟ ରାଜନେତ୍ରୀ ଭାବେ ଇତିହାସ ସୃଷ୍ଟି କରିଛନ୍ତି । ଆମେରିକାର ରାଜଧାନୀ…