Browsing Tag

ekta kapoor

‘ଲକ୍‌ ଅପ୍‌’ ହୋଷ୍ଟ କରିବେ କଙ୍ଗନା

ମୁମ୍ବାଇ: ଟେଲିଭିଜନ କୁଇନ ଏକତା କପୁର ଖୁବଶୀଘ୍ର ନିଜର ନୂଆ ରିୟାଲିଟି ଶୋ ‘ଲକ୍‌ ଅପ୍‌’ ନେଇ ଆସୁଛନ୍ତି । ଏହାକୁ ହୋଷ୍ଟ୍‌ କରିବାକୁ ଯାଉଛନ୍ତି ବଲିଉଡ୍‌ କୁଇନ୍‌ କଙ୍ଗନା ରଣାୱତ । ଏହି ଶୋ’ର ଖାସ୍‌ କଥା ହେଉଛି, ଏହା ଅନ୍ୟ…

‘ନାଗୀନ୍‌ ୬’ ଧାରାବାହିକର ନାୟିକାଙ୍କୁ ନେଇ ଚର୍ଚ୍ଚା

ମୁମ୍ବାଇ: ଧାରାବାହିକ ତଥା ଫିଲ୍ମ ପ୍ରଯୋଜିକା ଏକତା କପୁରଙ୍କ ଆଗାମୀ ହିନ୍ଦୀ ଧାରାବାହିକ ‘ନାଗୀନ୍‌ ୬’କୁ ନେଇ ଏବେ ଜୋର୍‌ ଚର୍ଚ୍ଚା ଚାଲିଛି । ଏହି ଲୋକପ୍ରିୟ ଧାରାବାହିକର ନାୟିକା ଭୂମିକାରେ କେଉଁ ଅଭିନେତ୍ରୀଙ୍କୁ ସାଇନ୍‌…