ଓଡ଼ିଶା ଆଜିଠୁ ଖୋଲୁଛି ରାଜ୍ୟର ସମସ୍ତ ସ୍କୁଲ୍ Jun 17, 2022 ଭୁବନେଶ୍ୱର: ଜୁନ ୧୭: ଆଜିଠୁ ଖୋଲୁଛି ରାଜ୍ୟର ସବୁ ସ୍କୁଲ୍ । ୧୧ ଦିନିଆ ଖରା ଛୁଟି ପରେ ଛାତ୍ରଛାତ୍ରୀଙ୍କ କ୍ଲାସରୁମ୍ ପାଠପଢା ଆରମ୍ଭ ହେବାକୁଯାଉଛି । ଏଥର ଦିନ ୧୦ଟାରୁ ପାଠପଢ଼ା ଆରମ୍ଭ ହେବ । ପୂର୍ବ ଭଳି ସକାଳ ୧୦ଟାରୁ…