ସୁକେଶ ଚନ୍ଦ୍ରଶେଖରଙ୍କ ବଟି ଆଦାୟ ମାମଲାରେ ଅଭିନେତ୍ରୀ ନୋରାଙ୍କୁ ୬ଘଣ୍ଟା ଜେରା
ନୂଆଦିଲ୍ଲୀ: ବଲିଉଡ୍ ଅଭିନେତ୍ରୀ ଜାକ୍ଲିନ୍ ଫର୍ଣ୍ଣାଣ୍ଡିଜ୍ ପରେ ଏବେ ନେରା ଫହେହୀଙ୍କୁ ସୁକେଶ ଚନ୍ଦ୍ରଶେଖରଙ୍କ ବଟି ଆଦାୟ ମାମଲାରେ ଜେରା କରାଯାଇଛି । ସୁକେଶଙ୍କ ୨୦୦ କୋଟି ଟଙ୍କା ବଟି ଆଦାୟ ମାମଲା ସହିତ ଅଭିନେତ୍ରୀ…