ଦେଶ- ବିଦେଶ ବଙ୍ଗୋପସାଗରରେ ଭୂମିକମ୍ପ ଝଟକା ଅନୁଭୂତ Dec 5, 2022 ନୂଆଦିଲ୍ଲୀ: ବଙ୍ଗୋପସାଗରରେ ଭୂମିକମ୍ପ ଅନୁଭୂତ ହୋଇଛି ।ରିକ୍ଟର ସ୍କେଲ ୫.୧ ତୀବ୍ରତା ଭୂକମ୍ପରେ ଥରିଲା ବାଂଲାଦେଶର ଢାକା I ସକାଳ ୮ଟା ୩୨ ମିନିଟରେ ଭୂକମ୍ପ ହୋଇଥିବା ନେଇ ଏନସିଏସର ସୂଚନା ଦେଇଛି ।…