ଖେଳ ଦୂତୀ ପାଇବେ ଅର୍ଜୁନ Aug 19, 2020 ଭୁବନେଶ୍ୱର, ଅଗଷ୍ଟ ୧୯: ସ୍ପ୍ରିଣ୍ଟ୍କ୍ୱିନ୍ ଦୂତୀ ଚାନ୍ଦ ଚଳିତବର୍ଷ ସମ୍ମାନଜନକ ଅର୍ଜୁନ ପୁରସ୍କାର ଲାଗି ମନୋନୀତ ହୋଇଛନ୍ତି । କେନ୍ଦ୍ର କ୍ରୀଡ଼ାମନ୍ତ୍ରାଳୟ ଦ୍ୱାରା ଚୟନ କରାଯାଇଥିବା ୨୯ ଜଣିଆ ତାଲିକାରେ ଦୂତୀ ସ୍ଥାନ…