ଜୀବନଚର୍ଯ୍ୟା ବାର ଅନୁସାରେ ଲଗାନ୍ତୁ ତିଲକ, ମିଳିଥାଏ ଏହି ସୁଫଳ Dec 11, 2021 ସନାତନ ଧର୍ମରେ ପୂଜାପାଠର ବିଶେଷ ମହତ୍ୱ ରହିଛି । ଯଦି ପୂଜାପାଠ ସଠିକ୍ ନିୟମାନୁସାରେ ନହୁଏ ,ତେବେ ସେହି ପୂଜାପାଠର ମହତ୍ୱ କିଛି ରହେ ନାହିଁ । ଠିକ୍ ସେହିପରି ତିଳକର ବିଶେଷ ମହତ୍ୱ ରହିଛି । ଯଦି ସକାଳୁ ସ୍ନାନ କରି…