ଇତିହାସ କଲା ‘ସ୍ପେସ୍ ଏକ୍ସ’ ଯାନ: ମହାକାଶ ଯାତ୍ରା କଲେ ୪ଜଣ ସାଧାରଣ ନାଗରିକ
ଆମେରିକା: ସେପ୍ଟେମ୍ବର ୨୦: ପ୍ରଥମ ଥର ପାଇଁ ୪ଜଣ ସାଧାରଣ ନାଗରିକ ମହାକାଶ ଯାତ୍ରା କରିଛନ୍ତି । ସେମାନେ ‘ସ୍ପେସ୍ ଏକ୍ସ’ ଯାନ ମଧ୍ୟରେ ମହାକାଶରେ ତିନି ଦିନ ବିତାଇ ଇତିହାସ ସୃଷ୍ଟି କରିଛନ୍ତି । ଏହାପୂର୍ବରୁ କେବଳ…