Browsing Tag

discus thro

ଡିସ୍‌କସ୍‌ ଥ୍ରୋରେ ଫାଇନାଲ୍‌କୁ ଗଲେ କମଲପ୍ରୀତ୍‌

ଭୁବନେଶ୍ୱର: ଜୁଲାଇ ୩୧: ଟୋକିଓ ଅଲମ୍ପିକ୍ସରେ ଆଉ ଜଣେ ଭାରତୀୟ ଖେଳାଳୀ ନିଜ ପ୍ରଶଂସନୀୟ ଖେଳ ପଦର୍ଶନ କରିଛନ୍ତି । ମହିଳା ଡିସ୍‌କସ୍‌ ଥ୍ରୋ ଖେଳାଳୀ କମଲପ୍ରୀତ୍‌ କୌର ୬୪ ମିଟର ଥ୍ରୋ କରି ଫାଇନାଲ୍‌କୁ ପ୍ରବେଶ କରିଛନ୍ତି ।…