ମନୋରଞ୍ଜନ ଏମି ପୁରସ୍କାର ଦୌଡରେ ଦିଲଜିତ୍ Sep 27, 2025 ସିଙ୍ଗର ତଥା ଆକଫର ଦିଲଜିତ ଦୋସାଞ୍ଜାଙ୍କୁ ଫିଲ୍ମ ଅମର ସିଂ ଚମକିଲା ପାଇଁ ଏମି ଇଣ୍ଟରନ୍ୟାସନାଲ ଆଓ୍ୱାର୍ଡ ନୋମିନେସନରେ ଏଣ୍ଟ୍ରି ମିଳିଛି । ଏହି ନୋମିନେସନ ତାଲିକାରେ ଦିଲଜିତ୍ଙ୍କ ନାଁଦୁଇଟି କାଟାଗୋରୀରେ ସାମିଲ ରହିଛି ।…