ଥୁଆମୂଳ ରାମପୁର ବ୍ଲକରେ ଝାଡାବାନ୍ତି, ପୁଣି ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ
ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଥୁଆମୂଳ ରାମପୁର ବ୍ଲକରେ ଗତ କିଛି ମାସ କିଛି ଦିନ ହେବ ଅଜଣା ଝାଡାବାନ୍ତି ରୋଗ ଲାଗି ରହିଛି । ଇତି ମଧ୍ୟରେ ଅନେକ ଆକ୍ରାନ୍ତଙ୍କ ମୃତ୍ୟୁ ମଧ୍ୟ ହୋଇସାରିଛି । ବ୍ଲକର…