ଧାମନଗର ଉପନିର୍ବାଚନରେ ବିଜୟ ହେଲେ ସୂର୍ଯ୍ୟବଂଶୀ ସୂରଜ, ବିଜେଡିଠାରୁ ୯,୮୮୧ ଭୋଟ ଅଧିକ
ଭଦ୍ରକ : ଧାମନଗର ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ତଥା ଦିବଂଗତ ବିଧାୟକ ସ୍ୱର୍ଗତ ବିଷ୍ଣୁ ସେଠୀଙ୍କ ପୁଅ ସୂର୍ଯ୍ୟବଂଶୀ ସୂରଜ ବିଜୟ ହୋଇଛନ୍ତି । ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସଙ୍କଠାରୁ ସେ ଅଧିକ ୯ ହଜାର ୮୮୧ ଭୋଟ ଅଧିକା…