୭ ଶହ ପିଲାଙ୍କୁ ୭ ଜଣ ଶିକ୍ଷକ: ନିଗମାନନ୍ଦ ହାଇସ୍କୁଲ୍ରେ ପାଠ ପଢା ହେବ କେମିତି
ଧାମରା: ଜୁଲାଇ ୨୨: ଚଳିତ ମାସ ୨୬ ତାରିଖରେ ସାରା ରାଜ୍ୟରେ ହାଇସ୍କୁଲ୍ ଖୋଲିବା ପାଇଁ ରାଜ୍ୟ ସରକାର ଘୋଷଣା କରିଛନ୍ତି । କେବଳ ଦଶମ ଶ୍ରେଣୀ ପିଲା ମାନଙ୍କୁ ପାଠ ପଢା ଯିବ ବୋଲି ସରକାର ନିର୍ଦ୍ଦେଶ ଦେଇଛନ୍ତି । ଏପରି ସ୍ଥଳେ…