ଓଡ଼ିଶା ଦୁଖଃ ବଖାଣିଲେ ସାଂସଦ ଅନୁଭବ ମହାନ୍ତି May 19, 2022 କଟକ: ମଇ ୧୯: ପୁଣି ଚର୍ଚ୍ଚାରେ ଓଲିଉଡର ଲୋକପ୍ରିୟ ଅଭିନେତା ଅନୁଭବ ମହାନ୍ତି । ସେ ସୋସିଆଲ ମିଡିଆରେ ଏକ ଭିଡିଓ ଅପଲୋଡ୍ କରିଛନ୍ତି । ପ୍ରାୟ ଅଧଘଣ୍ଟାର ଏହି ଭିଡିଓରେ ସେ ନିଜର ମନକଥା କହିଛନ୍ତି । ସେ କହିଛନ୍ତି, ୨୦୦୮ରେ…