Browsing Tag

Delhi Police

ଶ୍ରଦ୍ଧା ହତ୍ୟାକାରୀକୁ ମିଳିବ କଠୋର ଦଣ୍ଡ : କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

ନୂଆଦିଲ୍ଲୀ: ଶ୍ରଦ୍ଧା ୱାକରଙ୍କ ହତ୍ୟାକାରୀ ପ୍ରତି ଯେଭଳି ସବୁଠୁ କଠିନ ଶାସ୍ତି ବିଧାନ କରାଯାଏ, ସେ ବିଷୟରେ ଦିଲ୍ଲୀ ପୁଲିସ ଓ ବିଚାର ବ୍ୟବସ୍ଥା ନିଶ୍ଚୟ ଯନିବାନ ହେବେ ବୋଲି ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି…

ଦ୍ୱାରକାର ଛାୱଲା ଦୁଷ୍କର୍ମ ଘଟଣା: ହାଇକୋର୍ଟଙ୍କ ମୃତୁ୍ୟଦଣ୍ଡାଦେଶ ଖାରଜ ଓ ୩ ଅପରାଧୀଙ୍କୁ ମୁକ୍ତ କରିଦେଲା…

ନୂଆଦିଲ୍ଲୀ: ଜନୈକା ୧୯ ବର୍ଷୀୟା ଯୁବତୀଙ୍କୁ ଅପହରଣ ପରେ ଦୁଷ୍ମର୍ମ କରି ହତ୍ୟା କରିବା ଘଟଣାରେ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରା ଦୋଷୀ ସାବ୍ୟସ୍ତ ହୋଇଥିବା ତିନି ଜଣ ଅଭିଯୁକ୍ତଙ୍କୁ ସୁପ୍ରିମକୋର୍ଟ ମୁକ୍ତ କରି ଦେଇଛନ୍ତି ।…

ସୁକେଶ ଚନ୍ଦ୍ରଶେଖରଙ୍କ ବଟି ଆଦାୟ ମାମଲାରେ ଅଭିନେତ୍ରୀ ନୋରାଙ୍କୁ ୬ଘଣ୍ଟା ଜେରା

ନୂଆଦିଲ୍ଲୀ: ବଲିଉଡ୍‌ ଅଭିନେତ୍ରୀ ଜାକ୍‌ଲିନ୍‌ ଫର୍ଣ୍ଣାଣ୍ଡିଜ୍‌ ପରେ ଏବେ ନେରା ଫହେହୀଙ୍କୁ ସୁକେଶ ଚନ୍ଦ୍ରଶେଖରଙ୍କ ବଟି ଆଦାୟ ମାମଲାରେ ଜେରା କରାଯାଇଛି । ସୁକେଶଙ୍କ ୨୦୦ କୋଟି ଟଙ୍କା ବଟି ଆଦାୟ ମାମଲା ସହିତ ଅଭିନେତ୍ରୀ…

ଅଜିତ ଡୋଭାଲଙ୍କ ଘରକୁ ପସିବା ଉଦ୍ୟମ ବେଳେ ଧରା ପଡିଲା ଯୁବକ

ନୂଆଦିଲ୍ଲୀ: ଫେବୃଆରୀ ୧୬: ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ବାସଭବନକୁ ଯିବା ପାଇଁ ଚେଷ୍ଟା କରୁଥିବାବେଳେ ଦିଲ୍ଲୀ ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି। ତାଙ୍କୁ ସୁରକ୍ଷା କର୍ମୀମାନେ ଅଟକାଇ ବନ୍ଦୀ…

ସରକାରୀ ସାକ୍ଷୀ ହେବେ ନୋରା ଫତେହି

ମୁମ୍ବାଇ : ଭୁବନେଶ୍ୱର ୨୨: ନିକଟରେ ସାମ୍ନାକୁ ଆସିଛି ମହା ଠକ ସୁକେଶ ଚନ୍ଦ୍ର ଶେଖରର ମନି ଲଣ୍ଡରିଂ ମାମଲା। ୨୦୦ କୋଟି ଟଙ୍କ।ର ମନି ଲଣ୍ଡରିଂ କରି ଇଡି ହାତରେ ଫସିଛି ସୁକେଶ। ତା ସହିତ ବଲିଉଡର ଅନେକ ସୁନ୍ଦରୀ ମଧ୍ୟ ଏହାର…

ଦିଲ୍ଲୀ ରୋହିଣୀ କୋର୍ଟ ପରିସରରେ ବିସ୍ଫୋରଣ

ଭୁବନେଶ୍ୱର: ଡିସେମ୍ବର ୦୯: ଦିଲ୍ଲୀ ରୋହିଣୀ କୋର୍ଟ ପରିସରରେ ବିସ୍ଫୋରଣ । କୋର୍ଟ କ।ର୍ଯ୍ୟ ଚ।ଲିଥିବ। ବେଳେ ଏହି ବିସ୍ଫୋରଣ ଘଟିଥିବ। ସୂଚନ। ମିଳିଛି । ଏକ ଲ୍ୟ।ପଟପ୍ ବ୍ୟ।ଗରେ କିଛି ବିସ୍ଫୋରକ ସ।ମଗ୍ରୀ ରହିଥିବ। ବେଳେ…

ଦିଲ୍ଲୀର ରୋହିଣୀ କୋର୍ଟରେ ବିସ୍ପୋରଣ: ୪ଜଣ ଗୁରୁତର

ଦିଲ୍ଲୀ: ଡିସେମ୍ବର ୦୯: ଆଜି ସକାଳ ସମୟରେ ଦିଲ୍ଲୀର ରୋହିଣୀ କୋର୍ଟ ନମ୍ବର ୧୦୨ରେ ଏକ ବିସ୍ପୋରଣ ହୋଇଛି । ଏଥିରେ ୪ଜଣ ଗୁରୁତର ଆହତ ହୋଇଛନ୍ତି । ବିସ୍ପୋରଣ ଶବ୍ଦରେ କୋର୍ଟ ପରିସରରେ ଥିବା ଲୋକଙ୍କ ମଧ୍ୟରେ ଆତଙ୍କ…

ଗୌତମ ଗମ୍ଭୀରଙ୍କୁ ହତ୍ୟା ଧମକ: ବଢ଼ିଲା ସୁରକ୍ଷା

ନୂଆଦିଲ୍ଲୀ: ନଭେମ୍ବର ୨୪: ପୂର୍ବତନ କ୍ରିକେଟର ତଥା ବିଜେପି ସାଂସଦ ଗୌତମ ଗମ୍ଭୀରଙ୍କୁ ‘ଆଇଏସ୍‌ଆଇଏସ୍‌ କଶ୍ମୀର’ ତରଫରୁ ହତ୍ୟା ଧମକ ମିଳଛି । ଏନେଇ ଗୌତମ ଆଜି ଦିଲ୍ଲୀ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି । ଆଇଏସ୍‌ଆଇଏସ୍‌…

ଟ୍ରାକ୍‌ଟର ରାଲି ହିଂସାକାଣ୍ଡରେ ଗିରଫ ଚାଷୀଙ୍କୁ ୨ ଲକ୍ଷ ଟଙ୍କା ସହାୟତା ରାଶି ଦେବେ ପଞ୍ଜାବ ସରକାର

ପଞ୍ଜାବ: ନଭେମ୍ବର ୧୩: ଚଳିତ ବର୍ଷ ଗଣତନ୍ତ୍ର ଦିବସରେ କୃଷି ଆଇନକୁ ବିରୋଧ କରି ଦିଲ୍ଲୀରେ ଚାଷୀମାନେ ଟ୍ରାକଫର ରାଲି କରିଥିଲେ । ଏଥିରେ ଦିଲ୍ଲୀ ପୋଲିସ ୮୩ ଜଣ ଚାଷୀଙ୍କୁ ଗିରଫ କରିଥିଲା । ସେହି ଗିରଫ ସମସ୍ତ ଚାଷୀଙ୍କୁ…

ଏକେ-୪୭ ରାଇଫଲ ଓ ଗ୍ରେନେଡ ସହ ପାକିସ୍ତାନ ଆତଙ୍କବାଦୀ ଗିରଫ: ନବରାତ୍ରୀରେ କରିଥାନ୍ତେ ବିସ୍ପୋରଣ

ଦିଲ୍ଲୀ: ଅକ୍‌ଟୋବର ୧୨: ଆଜି ଦିଲ୍ଲୀରୁ ପୋଲିସ ଦୁଇ ପାକିସ୍ତାନ ଆତଙ୍କବାଦୀକୁ ଗିରଫ କରିଛି । ସେମାନଙ୍କ ପାଖରୁ ଏକେ-୪୭ ରାଇଫଲ, ଗ୍ରିନେଡ୍‌, ୨ଟି ଅତ୍ୟାଧୁନିକ ପିସ୍ତଲ ସହ ୧୨୦ ରାଉଣ୍ଡ ଗୁଳି ଜବତ ହୋଇଛି । ଗିରଫ ଦୁଇ…