Browsing Tag

Delhi headline

ବାୟୁର ପ୍ରଦୂଷଣ ନକମିବା ଯାଏଁ ଦିଲ୍ଲୀର ସମସ୍ତ ବିଦ୍ୟାଳୟ ବନ୍ଦ

ଦିଲ୍ଲୀ: ବାୟୁର ମାନ ଉନ୍ନତ ନହେବା ଯାଏଁ ବିଦ୍ୟାଳୟ ବନ୍ଦ ରହିବ ବୋଲି ନ୍ୟାସ୍‌ନାଲ କମିସନ୍‌ ଫର୍‌ ପ୍ରୋଟେକ୍ସନ୍‌ ଅଫ୍‌ ଚାଇଲ୍‌ଡ ରାଇଟ୍‌ସ (ଏନ୍‌ସିପିସିଆର୍‌) ଦିଲ୍ଲୀ ସରକାରଙ୍କୁ ନିର୍ଦ୍ଦେଶ ଦେଇଛି । ଦିଲ୍ଲୀ ସରକାର…

ଦିଲ୍ଲୀରେ ୨୪ ଘଣ୍ଟିଆ ହୋଟେଲ, ପରିବହନ, ଅନଲାଇନ୍‌ ଡେଲିଭରି ସେବାକୁ ମଞ୍ଜୁରି

ନୂଆଦିଲ୍ଳୀ: ଆପଣ ହଠାତ୍‌ ରାତି ଅଧରେ କୌଣସି ସହରରେ ପହଞ୍ଚିଲେ ଦୋକାନ ବଜାର ସହ ହୋଟେଲ ମଧ୍ୟ ବନ୍ଦ ଦେଖିବାକୁ ପାଇବେ । ଫଳରେ ଆପଣଙ୍କୁ କେଉଁ ରେଲେୱ ଷ୍ଟେସନ କିମ୍ବା ବସ ଷ୍ଟପରେ ରାତି କଟାଇବାକୁ ପଡିବ । କାରଣ ସକାଳ ହେଲେ…

ରାଜଧାନୀରେ ଦେଖାଯାଇପାରେ ବିଦୁ୍ୟତ ସଙ୍କଟ: ବିସିଲା ଉଚ୍ଚସ୍ତରୀୟ ବୈଠକ

ନୂଆଦିଲ୍ଲୀ: ଏପ୍ରିଲ ୨୯: କୋଇଲା ସଙ୍କଟ ଯୋଗୁଁ ରାଜଧାନୀ ଦିଲ୍ଲୀରେ ଆଗକୁ ଘୋର ବିଦୁ୍ୟତ ସଙ୍କଟ ଉପୁଜିପାରେ ବୋଲି ଆଜି ଦିଲ୍ଲୀ ଶକ୍ତିମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ସତର୍କ କରାଇଛନ୍ତି । ବିଦୁ୍ୟତ କାଟ ଯୋଗୁଁ ଦିଲ୍ଲୀବାସୀ…

ତିହାର ଜେଲ୍‌ରେ ହିଂସା: ୧୫ କଏଦୀ ଗୁରୁତର ଆହତ

ଦିଲ୍ଲୀ: ଏପ୍ରିଲ ୨୨: ଦିଲ୍ଲୀର ତିହାର ଜେଲରେ ପୁଣି ହିଂସାକାଣ୍ଡ ଘଟିଛି । ଦୁଇ ଗୋଷ୍ଠୀ ମଧ୍ୟରେ ହିଂସା ଘଟି ୧୫ଜଣ କଏଦୀ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି । ଜେଲ୍‌ରେ ଥିବା ୮ ଏବଂ ୯ ନମ୍ବର କୋଠରୀରେ ଥିବା କଏଦୀଙ୍କ…

‘ହିରୋ ମୋଟୋର୍‌କୋର୍ପ’ର ଚେୟାର୍‌ ମ୍ୟାନ ପବନ ମୁଞ୍ଜାଲଙ୍କ ଘରେ ଓ ଅଫିସରେ ଆୟକର ବିଭାଗ ଚଢ଼ାଉ

ଦିଲ୍ଲୀ: ମାର୍ଚ୍ଚ ୨୩: ‘ହିରୋ ମୋଟୋର୍‌କୋର୍ପ’ର ଚେୟର୍‌ ମ୍ୟାନ୍‌ ପବନ ମୁଞ୍ଜାଲ୍‌ଙ୍କ ବାସଭବନ ସମତେ କେତେକ ଉଚ୍ଚସ୍ତରୀୟ କର୍ମଚାରୀଙ୍କ ବାସଭବନ ଓ ଅଫିସ୍‌ରେ ଆଜି ସକାଳୁ ଆୟକର ବିଭାଗ ଚଢ଼ାଉ କରିଛି । ହେଲେ ଚଢ଼ାଉର କାରଣ…

ଦିଲ୍ଲୀର ନୂଆ ମଦ ନିୟମକୁ ବିରୋଧ କରି ରାଜରାସ୍ତା ଭିଡ଼

ଦିଲ୍ଲୀ: ଜାନୁଆରୀ ୦୩: ନୂଆ ବର୍ଷର ପ୍ରମଥ ସୋମବାରରେ ରାଜଧାନୀ ଦିଲ୍ଲୀରେ ଟ୍ରାଫିକ୍‌ ଜାମ ଦେଖାଯାଇଛି । ଦିଲ୍ଲୀ ସରକାରଙ୍କ ନୂଆ ମଦ ନିୟମକୁ ବିରୋଧ କରି ଭାଜପା ଏଚ୍‌ଏଚ୍‌୨୪ ରାଜରାସ୍ତାକୁ ଓହ୍ଲାଇଛି । ଫଳରେ ଦକ୍ଷିଣ…

ଦିଲ୍ଲୀରେ ୪ ନୂଆ ଓମିକ୍ରନ ସଂକ୍ରମିତ ଚିହ୍ନଟ: ଦେଶରେ ଏବେ ୪୫ ସଂକ୍ରମିତ

ଦିଲ୍ଲୀ: ଡିସେମ୍ବର ୧୪: ଦକ୍ଷିଣ ଆଫ୍ରିକାରୁ ଆରମ୍ଭ ହୋଇଥିବା ଓମିକ୍ରନ ଏବେ ଧୀରେ ଧୀରେ ଏସିଆ ମହାଦେଶରେ ବ୍ୟାପିବାକୁ ଲାଗିଛି । ଗତକାଲି ମହାରାଷ୍ଟ୍ରରେ ଦୁଇଜଣ କରୋନା ସଂ୍ରକମିତ ଚିହ୍ନଟ ହୋଇଥିଲା ବେଳେ ଆଜି ଦିଲ୍ଲୀରେ ୪ଜଣ…

ବିଜୟର ସଙ୍ଗୀତ ଗାନ କରି ଘରକୁ ପ୍ରତ୍ୟାବର୍ତ୍ତନ କଲେ ଆନ୍ଦୋଳନରତ ଚାଷୀ

ଦିଲ୍ଲୀ : ଡିସେମ୍ବର ୧୧: ଦୀର୍ଘ ୩୮୦ ଦିନ ପରେ ଦିଲ୍ଲୀ ସୀମାନ୍ତରେ ଆନ୍ଦୋଳନରତ ଚାଷୀ ଶେଷରେ ଘରକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ସାଙ୍ଗରେ ବିଜୟ ସଙ୍ଗୀତ ସହ ନିଜ ଆନ୍ଦୋଳନର ସଫଳତାର ଆଶାକୁ ନେଇ ରଙ୍ଗୀନ ଆଲୋକ ଓ ଜରିରେ…

ଦିଲ୍ଲୀର ରୋହିଣୀ କୋର୍ଟରେ ବିସ୍ପୋରଣ: ୪ଜଣ ଗୁରୁତର

ଦିଲ୍ଲୀ: ଡିସେମ୍ବର ୦୯: ଆଜି ସକାଳ ସମୟରେ ଦିଲ୍ଲୀର ରୋହିଣୀ କୋର୍ଟ ନମ୍ବର ୧୦୨ରେ ଏକ ବିସ୍ପୋରଣ ହୋଇଛି । ଏଥିରେ ୪ଜଣ ଗୁରୁତର ଆହତ ହୋଇଛନ୍ତି । ବିସ୍ପୋରଣ ଶବ୍ଦରେ କୋର୍ଟ ପରିସରରେ ଥିବା ଲୋକଙ୍କ ମଧ୍ୟରେ ଆତଙ୍କ…

ଦିଲ୍ଲୀରେ ୮ ଟଙ୍କା କମିଲା ପେଟ୍ରୋଲ ଦର

ଦିଲ୍ଲୀ: ଡିସେମ୍ବର ୦୧ : ଆଗକୁ ଆସୁଥିବା ବିଧାନସଭା ନିର୍ବାଚନକୁ ନଜରରେ ରଖି କେଜରିୱାଲ ସରକାର ଦିଲ୍ଲୀବାସୀଙ୍କ ସମାସ୍ୟା କମାଇବାକୁ ଚେଷ୍ଟା କରିଛନ୍ତି । ଏନେଇ ସେ କ୍ୟାବିନେଟ ବୈଠକ ଡକାଇ ପେଟ୍ରୋଲ ଦର ୮ଟଙ୍କା କମ…