ଦେଶ- ବିଦେଶ ଦିଲ୍ଲୀର ଗୋକୁଳପୁରୀରେ ଭୟଙ୍କର ଅଗ୍ନିକାଣ୍ଡ: ୭ ଜୀବନ୍ତ ଜଳିଗଲେ Mar 12, 2022 ଦିଲ୍ଲୀ: ମାର୍ଚ୍ଚ ୧୨: ଗତ ରାତିରେ ଦିଲ୍ଲୀର ଗୋକୁଳପୁରୀ ଅଞ୍ଚଳରେ ଥିବା ବସ୍ତିରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଏଥିରେ ପ୍ରାୟ ୬୦ଟି କୁଡ଼ିଆ ସମ୍ପୂର୍ଣ୍ଣ ପୋଡ଼ି ଯିବା ସହ ୭ଜଣ ଜୀବନ୍ତ ଦU ହୋଇଯାଇଥିବା ଖବର ରହିଛି ।…