Browsing Tag

deepika padukone

ମେଘନା ମାର୍କେଲଙ୍କ ଶୋ’ରେ ଦୀପିକା

ନିଜର ନିଖୁଣ ଅଭିନୟ ଓ ବୋଲï ଅନ୍ଦାଜ ପାଇଁ ବଲିଉଡ୍‌ ଠାରୁ ଆରମ୍ଭକରି ହଲିଉଡ୍‌ ସବୁଠି ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ଦୀପିକା ପାଦୁକୋନ୍‌ । ତାଙ୍କୁ କେବଳ ବି ଟାଉନ୍‌ ନୁହେଁ ହଲିଉଡ୍‌ରେ ମଧ୍ୟ କିଛି ଭଲ…

ମଲ୍ଲିକାଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ପୁଣି ଚର୍ଚ୍ଚା

ମୁମ୍ବାଇ: ଜୁଲାଇ ୧୪: ବଲିଉଡର ସବୁଠାରୁ ବୋଲï ଅଭିନେତ୍ରୀ ମଲ୍ଲିକା ଶେରାୱତ ପୁଣି ଥରେ ପରଦାକୁ ଫେରିବାକୁ ଯାଉଛନ୍ତି । ବର୍ତ୍ତମାନ ତାଙ୍କୁ ଫିଲ୍ମ ଆର.କେରେ ଦେଖିବାକୁ ମିଳିବ । ଫିଲ୍ମର ପ୍ରମୋସନ ସମୟରେ ମଲ୍ଲିକା ୨୦୦୪ରେ…

୧୧୯ କୋଟିରେ ଦୀପିକାଙ୍କ ପାଇଁ ରଣବିର୍‌ କିଣିଲେ ଆପାର୍ଟମେଣ୍ଟ

ମୁମ୍ବାଇ:ଜୁଲାଇ ୧୧: ରଣବୀର ସିଂ ଏବଂ ଦୀପିକା ପାଦୁକୋନ ବଲିଉଡର ସବୁଠୁ ଲୋକପ୍ରିୟ ଯୋଡି । ଅଧିକାଂଶ ବଲିଉଡ ସେଲିବ୍ରେଟିଙ୍କ ପରି ସେମାନେ ମଧ୍ୟ ବିଳାସପୂର୍ଣ୍ଣ ଲାଇଫ୍‌ ଷ୍ଟାଇଲ୍‌ ବିତାନ୍ତି । ତେବେ ଏହି ଦମ୍ପତି ମୁମ୍ବାଇର…

ପୁଣି ଏକାଠି ନଜର ଆସିବେ ଶାହାରୁଖ୍‌ ଦୀପିକା

ନୂଆଦିଲ୍ଲୀ: ଜୁନ ୨୩: ଦୀପିକା ପାଦୁକୋନ ଏବେ ଖୁବ୍‌ ଚର୍ଚ୍ଚାରେ ରହିଛନ୍ତି । ଏହା ପୂର୍ବରୁ ଶାହାରୁଖ ଓ ଦୀପିକା ଏକା ସହିତ ଓମ ଶାନ୍ତି ଓମରୁ ବହୁ ପ୍ରଶଂସା ସାଉଁଟିଥିଲେ । ଏବେ ପୁଣି ଥରେ ଦୀପିକା ପାଦୁକୋନ ଏବଂ ଶାହାରୁଖ…

କାନ୍‌ସରେ ପୋଷାକକୁ ନେଇ ଦୀପିକାଙ୍କ ଚର୍ଚ୍ଚା

କାନ୍‌ସ ଫିଲ୍ମ ଫେଷ୍ଟିଭାଲ ୨୦୨୨ର ଶୁଭାରମ୍ଭ ପରଠୁ ହିଁ ଲଗାତାର ଏହାକୁ ନେଇ ଚାରିଆଡ଼େ ଚର୍ଚ୍ଚା । ୨ ବର୍ଷର କରୋନା ମହାମାରୀ ପରେ ପୁଣି ଥରେ କାନ୍‌ସ ରେଡ୍‌ କାର୍ପେଟରେ ତାରକାଙ୍କ ଭିଡ଼ ଜମିଛି । ଅନ୍ତର୍ଜାତୀୟ ସ୍ତରରେ…

ଦୀପିକା କାନ୍‌ସ ଜୁରୀ ସଦସ୍ୟ

ମୁମ୍ବାଇ: ମନୋରଞ୍ଜନ ଜଗତର ପ୍ରସିଦ୍ଧ କାନ୍‌ସ ଫିଲ୍ମ ଫେଷ୍ଟିଭାଲ୍‌ର ୭୫ତମ ସଂସ୍କରଣକୁ ସମସ୍ତେ ଅତି ଉତ୍ସାହର ସହ ପ୍ରତୀକ୍ଷା କରିଛନ୍ତି । କରୋନା କାଳ ପରେ ପୁଣି ଥରେ ଏହି ଫିଲ୍ମ ଫେଷ୍ଟିଭାଲ୍‌ ଧୁମଧାମରେ ଆୟୋଜିତ ହେବାକୁ…

ପୁଣି ଟାଇମ୍‌ ମାଗାଜିନ୍‌ର ‘୧୦୦ ଇମ୍ପାକ୍‌ଟ ପପୁଲାର୍‌’ ତାଲିକାରେ ଦୀପିକାଙ୍କ ନାମ

ଦିଲ୍ଲୀ:ଏପ୍ରିଲ ୦୨: ନିଜର ଦମ୍‌ଦାର ଅଭିନୟ ଓ ବଳିଷ୍ଠ ବ୍ୟକ୍ତିତ୍ୱ ପାଇଁ ଅଭିନେତ୍ରୀ ଦୀପିକା ପାଦୁକୋନ୍‌ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ନିଜର ଅଭିନୟ ଓ ପ୍ରଶଂସଙ୍କ ପାଖରେ ଲୋକପ୍ରିୟତା ଯୋଗୁଁ ସେ ବଲିଉଡ୍‌ରେ ସର୍ବାଧିକ…

ଆସୁଛି କ୍ରିସ୍‌-୪

ମୁମ୍ବାଇ: ମାର୍ଚ୍ଚ ୧୪: ବଲିଉଡ୍ର ଆକ୍ସନ୍ ଷ୍ଟାର ହ୍ରିତିକ ରୋଶନ ଏବେ ନିଜ ଅପ୍କମିଂ ଫିଲ୍ମ ବିକ୍ରମ ବେଧାର ସୁଟିଂକୁ ନେଇ ଖୁବ୍ ବ୍ୟସ୍ତ ଅଛନ୍ତି। ସେପଟେ ବାପା ରାକେଶ ରୋଶନ କ୍ରିସ୍-୪କୁ ନେଇ ଜୋରସୋରରେ ପ୍ରସ୍ତୁତି ଆରମ୍ଭ…

ମର୍ଡନ ରିଲେସନସିପ୍‌ କାହାଣୀ ନେଇ ଆସିବ ‘ଗେହରାଇୟାଁ’

ବଲିଉଡ୍‌ ଷ୍ଟାର୍‌ ଦୀପିକା ପାଦୁକୋନ, ଅନନ୍ୟା ପାଣ୍ଡେ ଏବଂ ସିଦ୍ଧାନ୍ତ ଚତୁର୍ବେଦି ଖୁବଶୀଘ୍ର ଏକତ୍ର ଫିଲ୍ମ ‘ଗେହରାଇୟାଁ’ରେ ନଜର ଆସିବାକୁ ଯାଉଛନ୍ତି । ଯାହାର ପ୍ରମୋସନ ଏବେ ଜୋରଦାର ଚାଲିଛି । ନିକଟରେ ରିଲିଜ୍‌ ହୋଇଥିବା…

ଚର୍ଚ୍ଚାରେ ଦାମି ଲେହଙ୍ଗା

ମୁମ୍ବାଇ: ଡିସେମ୍ବର ୧୧: ସାଧାରଣ ବିବାହରେ ବିଶେଷ ଚର୍ଚ୍ଚା ହୋଇଥାଏ ବିବାହର ଭୋଜି ବିଷୟରେ କିନ୍ତୁ ବଲିଉଡ ଅଭିନେତ୍ରୀଙ୍କ ବିବ।ହରେ ସବୁଠୁ ଅଧିକ ଚର୍ଚ୍ଚ। ହୋଇଥ।ଏ ସେମ।ନଙ୍କର ଲେହେଙ୍ଗ। ଏବଂ ଅଳଙ୍କ।ରର । ଅଭିନେତ୍ରୀଙ୍କ…