୨୪ ଘଣ୍ଟାରେ ରାଜ୍ୟରେ ୧, ୨୧୬ କରୋନା ସଂକ୍ରମିତ ଚିହ୍ନଟ ଏବଂ ୧୨୧ ସୁସ୍ଥ
ଭୁବନେଶ୍ୱର: ଜାନୁଆରୀ ୦୫ : ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୬୮, ୮୭୮ ସ୍ୱାବ ଟେଷ୍ଟ ମଧ୍ୟରୁ ୧, ୨୧୬ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ୧୮୭ ଜଣ ୧୮ ବର୍ଷ ବୟସରୁ କମ୍ ବର୍ଗର ରହିଛନ୍ତି…