୨୪ ଘଣ୍ଟାରେ ରାଜ୍ୟରେ ୧୦,୩୬୮ କରୋନା ସଂକ୍ରମିତ ଚିହ୍ନଟ, ମୃତୁ୍ୟ ସଂଖ୍ୟା ୭
ଭୁବନେଶ୍ୱର: ଜାନୁଆରୀ ୨୦ : ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୭୪, ୨୩୪ ସ୍ୱାବ ଟେଷ୍ଟ ମଧ୍ୟରୁ ୧୦, ୩୬୮ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ୧, ୦୯୦ ଜଣ ୧୮ ବର୍ଷ ବୟସରୁ କମ୍ ବର୍ଗର…