ମନୋରଞ୍ଜନ ବଲିଉଡ୍ରେ ଶକ୍ତି ମୋହନ Oct 12, 2021 ମୁମ୍ବାଇ: ଆଜିର ଏଣ୍ଟରଟେନମେଣ୍ଟ୍ ଦୁନିଆରେ ଶକ୍ତି ମୋହନଙ୍କର କୌଣସି ପରିଚୟର ଆବଶ୍ୟକତା ଲୋଡ଼ା ନାହିଁ । ଡାନ୍ସରରୁ ଅଭିନେତ୍ରୀ ଓ କୋରିଓଗ୍ରାଫ୍ର ପାଲଟିଥିବା ଶକ୍ତି ନିଜ କ୍ୟାରିଅରରେ ବହୁତ କିଛି ହାସଲ କରିଛନ୍ତି ।…