ରାଜ୍ୟରେ କମୁଛି ସଂକ୍ରମଣ: ୨୪ ଘଣ୍ଟାରେ ୫, ୮୯୧ କରୋନା ସଂକ୍ରମିତ ଚିହ୍ନଟ
ଭୁବନେଶ୍ୱର: ଜାନୁଆରୀ ୨୫ : ଗତକାଲି ଅପେକ୍ଷା ଆଜି ରାଜ୍ୟରେ କରୋନା ସଂକ୍ରମିତିଙ୍କ ସଂଖ୍ୟା କମ୍ ରହିଛି । ଗତକାଲି ସଂକ୍ରମିତଙ୍କ ସଂଖ୍ୟା ୭ ହଜାରରୁ ଊର୍ଦ୍ଧ୍ୱ ଥିଲା ବେଳେ ଆଜି ୫ ହଜାର ପାଖାପାଖି ସଂକ୍ରମିତଙ୍କ ସଂଖ୍ୟା…