ଶ୍ରଦ୍ଧା ହତ୍ୟାକାରୀକୁ ମିଳିବ କଠୋର ଦଣ୍ଡ : କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ
ନୂଆଦିଲ୍ଲୀ: ଶ୍ରଦ୍ଧା ୱାକରଙ୍କ ହତ୍ୟାକାରୀ ପ୍ରତି ଯେଭଳି ସବୁଠୁ କଠିନ ଶାସ୍ତି ବିଧାନ କରାଯାଏ, ସେ ବିଷୟରେ ଦିଲ୍ଲୀ ପୁଲିସ ଓ ବିଚାର ବ୍ୟବସ୍ଥା ନିଶ୍ଚୟ ଯନିବାନ ହେବେ ବୋଲି ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି…