ଓଡ଼ିଶା ଖୋଲିଲା ସ୍ୱର୍ଗଦ୍ୱାରରେ ପ୍ରଶାସନିକ ବ୍ଲକ୍ ‘କାଫେଟେରିଆ’ Mar 21, 2022 ପୁରୀ : ମାର୍ଚ୍ଚ ୨୧: ପୁରୀ ପ୍ରଶାସନ ତରଫରୁ ସ୍ୱର୍ଗଦ୍ୱାର ନୂଆ ରୂପ ପାଇଛି । ପ୍ରଶାସନିକ ବ୍ଲକ୍ ‘କାଫେଟେରିଆ’ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି । ଏହି କ୍ରମରେ ଆଜି ସ୍ୱର୍ଗଦ୍ୱାର ପ୍ରଶାସନିକ ବ୍ଲକ୍, ଜାଳେଣି କାଠ…