ଓଡ଼ିଶା ୨୪ ଘଣ୍ଟାରେ ରାଜ୍ୟରେ ୫୧୦ କରୋନା ସଂକ୍ରମିତ ଏବଂ ୭୪୬ ସୁସ୍ଥ Sep 20, 2021 ଭୁବନେଶ୍ୱର: ସେପ୍ଟେମ୍ବର ୨୦ : ଆଜି ରାଜ୍ୟରେ ୬୨, ୫୦୯ ସ୍ୱାବ ଟେଷ୍ଟ ମଧ୍ୟରୁ ୫୧୦ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ୭୯ ଜଣ ୧୮ ବର୍ଷ ବୟସରୁ କମ୍ ବର୍ଗର ରହିଛନ୍ତି । ଆଜିର…