ଦେଶ- ବିଦେଶ ୨୪ ଘଣ୍ଟାରେ ଦେଶରେ ୩୦,୨୫୬ କରୋନା ସଂକ୍ରମିତ ଓ ୨୯୫ ମୃତ Sep 20, 2021 ଦିଲ୍ଲୀ: ସେପ୍ଟେମ୍ବର ୨୦ : ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୦,୨୫୬ ରହିଛି । ସେହିପରି ୨୪ ଘଣ୍ଟା ମଧ୍ୟରେ ୪୩,୯୩୮ ଜଣ ସୁସ୍ଥ ହୋଇଛନ୍ତି । ସୁସ୍ଥତା ହାର ୯୭.୭୨ ପ୍ରତିଶତ ରହିଛି । ଏପର୍ଯ୍ୟନ୍ତ…